Advertisment

କୁମ୍ଭୀର ସହ ଗାଧୋଉଥିଲେ, ପାନେ ପାଇଲେ

ନୂଆଦିଲ୍ଲୀ: ସାଧାରଣତ ଲୋକମାନଙ୍କୁ କୁକୁର ଏବଂ ନିଜ ପିଲାମାନଙ୍କ ସହ ଗାଧୋଉଥିବାର ଦେଖିବାକୁ ମିଳେ, କିନ୍ତୁ କେବେ ମଣିଷକୁ କୁମ୍ଭୀର ସହ ଗାଧୋଉଥିବାର ଦେଖିଛନ୍ତି କି? କେବେ ନୁହେଁ। କାରଣ କୁମ୍ଭୀର ସହ ଗାଧୋଇବା ପାଇଁ ଲୁହାର ସୁଟ୍ ଦରକାର। ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଗଭୀର ପାଣି ଭିତରେ କୁମ୍ଭୀର ସହ ଗାଧୋଉଥିବାର ଦେଖିବାକୁ ମିଳିଛି। https://twitter.com/TheoShantonas/status/1315892510212927494?s=20 ବ୍ୟକ୍ତି ଜଣକ ମନ ଖୁସିରେ ଗାଧୋଉଥିଲେ। କିନ୍ତୁ ସେହି ଖୁସି […]

ଅଦ୍ୟତନ ହୋଇଛି
ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର

crocodile

Advertisment

ନୂଆଦିଲ୍ଲୀ: ସାଧାରଣତ ଲୋକମାନଙ୍କୁ କୁକୁର ଏବଂ ନିଜ ପିଲାମାନଙ୍କ ସହ ଗାଧୋଉଥିବାର ଦେଖିବାକୁ ମିଳେ, କିନ୍ତୁ କେବେ ମଣିଷକୁ କୁମ୍ଭୀର ସହ ଗାଧୋଉଥିବାର ଦେଖିଛନ୍ତି କି? କେବେ ନୁହେଁ। କାରଣ କୁମ୍ଭୀର ସହ ଗାଧୋଇବା ପାଇଁ ଲୁହାର ସୁଟ୍ ଦରକାର। ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଗଭୀର ପାଣି ଭିତରେ କୁମ୍ଭୀର ସହ ଗାଧୋଉଥିବାର ଦେଖିବାକୁ ମିଳିଛି।

Advertisment

https://twitter.com/TheoShantonas/status/1315892510212927494?s=20

ବ୍ୟକ୍ତି ଜଣକ ମନ ଖୁସିରେ ଗାଧୋଉଥିଲେ। କିନ୍ତୁ ସେହି ଖୁସି କିଛି କ୍ଷଣ ଭିତରେ ଚାଲିଯାଇଥିଲା। କାରଣ ଏହି ସମୟରେ କୁମ୍ଭୀରଟି ବ୍ୟକ୍ତିଜଣଙ୍କର କାନ୍ଧକୁ କାମୁଡ଼ି ଦେଇଥିଲା। ବାସ୍ ଏହା ପରେ ବ୍ୟକ୍ତିଜଣକ ଯେଉଁଭଳି ଭାବେ ପାଣି ଭିତରୁ ବାହାରକୁ ଆସିଲା, ତାହା ଦେଖିଲେ ଲାଗିବ ଯେପରି ତାଙ୍କୁ ଯେମିତି କରେଣ୍ଟ ଲାଗିଲା।

ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଅନେକ ୟୁଜର୍ ଉକ୍ତ ବ୍ୟକ୍ତିଜଣଙ୍କୁ ଟ୍ରୋଲ୍ କରିବାକୁ ପଛାଇ ନଥିଲେ। ତେବେ ଏଠି ଗୋଟିଏ ପ୍ରଶ୍ନ ଉଠୁଛି ଯେତେବେଳେ ଗୋଟିଏ କୁମ୍ଭୀର ପାଣି ଭିତରେ ଅଛି, ସେହିଠାରେ ମଣିଷର କି କାମ? ଯଦି କୁମ୍ଭୀରଟୀ ମଣିଷକୁ ଅଧିକ କ୍ଷତି ପହଞ୍ଚାଇଥାନ୍ତା, ତାହେଲେ ସ୍ଥିତି ଭିନ୍ନ ହୋଇଥାନ୍ତା।

Advertisment

ଅଧିକ ପଢନ୍ତୁ : ଯୋଗ କରୁଥିବା ବେଳେ ତଳକୁ ଖସି ପଡ଼ିଲେ ବାବା ରାମଦେବ

Social Media OR Special
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe