ଅଲିମ୍ପିକ ତାଲିମ ପାଇବାକୁ କିସ୍ ଛାତ୍ର ରଂଜିତ ମନୋନୀତ

ଭୁବନେଶ୍ୱର: କିସର ଛାତ୍ର ରଂଜିତ ନାୟକ ୨୦୧୬ ଓ ୨୦୨୦ ଅଲିମ୍ପିକ କ୍ରୀଡ଼ା ପ୍ରତିଯାଗିତା ପାଇଁ ତାଲିମ ପାଇବା ନିମେନ୍ତ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି। ଅଲିମ୍ପିକରେ ପଦକ ସଂଖ୍ୟାକୁ ବଢ଼ାଇବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କ୍ରୀଡ଼ାର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ ମାନଙ୍କୁ ‘ଟାର୍ଗେଟ ଅଲିମ୍ପିକ’ ଯୋଜନାରେ ଉଚ୍ଚତର ତାଲିମ ପାଇଁ ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ତୀରନ୍ଦାଜୀର ବରିଷ୍ଠ ପୁରୁଷ ବର୍ଗରେ କିସ୍ ତଥା ଓଡ଼ିଶାରୁ ରଞ୍ଜିତ […]

ranjit

ranjit

Rakesh Mallick
  • Published: Monday, 22 June 2015
  • Updated: 22 June 2015, 05:12 PM IST

Sports

Latest News

ଭୁବନେଶ୍ୱର: କିସର ଛାତ୍ର ରଂଜିତ ନାୟକ ୨୦୧୬ ଓ ୨୦୨୦ ଅଲିମ୍ପିକ କ୍ରୀଡ଼ା ପ୍ରତିଯାଗିତା ପାଇଁ ତାଲିମ ପାଇବା ନିମେନ୍ତ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି। ଅଲିମ୍ପିକରେ ପଦକ ସଂଖ୍ୟାକୁ ବଢ଼ାଇବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କ୍ରୀଡ଼ାର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ ମାନଙ୍କୁ ‘ଟାର୍ଗେଟ ଅଲିମ୍ପିକ’ ଯୋଜନାରେ ଉଚ୍ଚତର ତାଲିମ ପାଇଁ ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ତୀରନ୍ଦାଜୀର ବରିଷ୍ଠ ପୁରୁଷ ବର୍ଗରେ କିସ୍ ତଥା ଓଡ଼ିଶାରୁ ରଞ୍ଜିତ ମନୋନୀତ ହୋଇଛନ୍ତି। ନିକଟରେ ସେ କୋଲକାତାରେ ତାଲିମ ସାରି ପଟିଆଲା ଗସ୍ତ କରିଛନ୍ତି। ରଞ୍ଜିତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର। ରଞ୍ଜିତଙ୍କୁ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।

ରଂଜିତ ତୁର୍କୀଠାରେ ଅନୁଷ୍ଠିତ ବିଶ୍ୱକପ ଷ୍ଟେଜ-୨ ତୀରନ୍ଦାଜୀ ଚାମ୍ପିଅନସିପ, ଚୀନରେ ଅନୁଷ୍ଠିତ ବିଶ୍ୱକପ୍ ଷ୍ଟେଜ-୧ ଚାମ୍ପିଅନସିପ ଏବଂ ଚୀନର ତାଇପେଇରେ ଅନୁଷ୍ଠିତ ଦ୍ୱିତୀୟ ଏସୀୟ ଗ୍ରାଁ ପ୍ରିକ୍ସ ତୀରନ୍ଦାଜୀ ଚାମ୍ପିଅନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଏହା ସହିତ ଚୀନରେ ଅନୁଷ୍ଠିତ ବିଶ୍ୱ ଯୁବ ଜୀରନ୍ଦାଜୀ ଚାମ୍ପିଅନସିପରେ ଭାଗ ନେଇ ରୌପ୍ୟ ପଦକ ହାସଲ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story