ଗେରୀ ୱେବର ଓପନ୍: ବୋପାନ୍ନା ଓ ମର୍ଜିଆ ରନର୍ସ ଅପ୍

ହାଲେ (ଜର୍ମାନୀ): ଏଠାରେ ଚାଲିଥିବା ଏଟିପି ଗେରୀ ୱେବର ଓପନର ପୁରୁଷ ଡବଲ୍ସରେ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ଭାରତର ରୋହନ ବୋପାନ୍ନା ଓ ତାଙ୍କର ଯୋଡ଼ି ଫ୍ଲୋରିନ୍ ମର୍ଜିଆଙ୍କୁ। ଫାଇନାଲ ମ୍ୟାଚରେ ଏହି ଭାରତ-ରୋମାନ୍ ଯୋଡ଼ି ୬-୭(୫),୨-୬ରେ ଆମେରିକା-ଦକ୍ଷିଣ ଆଫ୍ରିକା ଯୋଡ଼ି ରାଭିନ କ୍ଲାସେନ ଓ ରାଜୀବ ରାମଙ୍କ ଠାରୁ ପରାସ୍ତ ହୋଇଥିଲେ। ଗତ ସପ୍ତାହରେ ମରସିଡିଜ୍ କପ୍ ଜିତି ବୋପାନ୍ନା ଓ ମର୍ଜିଆ ଏହି ଟୁର୍ଣ୍ଣାମେଣ୍ଟକୁ ଆସିଥିଲେ।

bopanna1

bopanna1

Rakesh Mallick
  • Published: Sunday, 21 June 2015
  • Updated: 21 June 2015, 04:30 PM IST

Sports

Latest News

ହାଲେ (ଜର୍ମାନୀ): ଏଠାରେ ଚାଲିଥିବା ଏଟିପି ଗେରୀ ୱେବର ଓପନର ପୁରୁଷ ଡବଲ୍ସରେ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ଭାରତର ରୋହନ ବୋପାନ୍ନା ଓ ତାଙ୍କର ଯୋଡ଼ି ଫ୍ଲୋରିନ୍ ମର୍ଜିଆଙ୍କୁ। ଫାଇନାଲ ମ୍ୟାଚରେ ଏହି ଭାରତ-ରୋମାନ୍ ଯୋଡ଼ି ୬-୭(୫),୨-୬ରେ ଆମେରିକା-ଦକ୍ଷିଣ ଆଫ୍ରିକା ଯୋଡ଼ି ରାଭିନ କ୍ଲାସେନ ଓ ରାଜୀବ ରାମଙ୍କ ଠାରୁ ପରାସ୍ତ ହୋଇଥିଲେ।

ଗତ ସପ୍ତାହରେ ମରସିଡିଜ୍ କପ୍ ଜିତି ବୋପାନ୍ନା ଓ ମର୍ଜିଆ ଏହି ଟୁର୍ଣ୍ଣାମେଣ୍ଟକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story