ପୁଣି ହାରିଲା ଭାରତ, ସିରିଜ୍ କବଜା କଲା ବାଂଲାଦେଶ

ଢାକା: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବି ହାରି ଯାଇଛି ଭାରତ । ୬ ୱିକେଟରେ ଆଜି ଭାରତ ହାରି ଯାଇଛି ଏହି ମ୍ୟାଚ୍। ଏହା ସହିତ ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ବାଂଲାଦେଶ ୨-୦ରେ ଆଗୁଆ ରହି ସିରିଜ୍ କବଜା କରି ନେଇଛି। ପୁଣି ଚାମ୍ପିଅନ୍ସ ଟ୍ରଫି ପାଇଁ ବି ଟିକେଟ୍ ପାଇଯାଇଛି ବାଂଲାଦେଶ। ଶେଷ ମ୍ୟାଚଟି ଭାରତ ତା’ର ସମ୍ମାନ ରଖିବା ପାଇଁ ଖେଳିବ। ଆଜି ଟସ୍ ଜିତି ଭାରତୀୟ ଦଳ ପ୍ରଥମେ […]

bangla

bangla

Rakesh Mallick
  • Published: Sunday, 21 June 2015
  • Updated: 22 June 2015, 04:46 AM IST

Sports

Latest News

ଢାକା: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବି ହାରି ଯାଇଛି ଭାରତ । ୬ ୱିକେଟରେ ଆଜି ଭାରତ ହାରି ଯାଇଛି ଏହି ମ୍ୟାଚ୍। ଏହା ସହିତ ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ବାଂଲାଦେଶ ୨-୦ରେ ଆଗୁଆ ରହି ସିରିଜ୍ କବଜା କରି ନେଇଛି। ପୁଣି ଚାମ୍ପିଅନ୍ସ ଟ୍ରଫି ପାଇଁ ବି ଟିକେଟ୍ ପାଇଯାଇଛି ବାଂଲାଦେଶ। ଶେଷ ମ୍ୟାଚଟି ଭାରତ ତା’ର ସମ୍ମାନ ରଖିବା ପାଇଁ ଖେଳିବ।

ଆଜି ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତୀୟ ଦଳ ୪୫ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୦୦ ରନ୍ ସଂଗ୍ରହ କରିଥିଲା। ରୋହିତ ଶର୍ମା ଶୂନରେ ଆଉଟ୍ ହୋଇଥିଲେ। ଶିଖର ଧାୱନ ୫୩, ବିରାଟ କୋହଲି ୨୩, ଧୋନୀ ୪୭, ସୁରେଶ ରୈନା ୩୪ ଓ ରବୀନ୍ଦ୍ର ଜାଡେଜା ୧୯ ରନ୍ କରି ଆଉଟ୍ ହୋଇଯାଇଥିଲେ। କୌଣସି ବ୍ୟାଟ୍ସମ୍ୟାନ୍ ଲମ୍ବା ଇନିଂସ ଖେଳି ପାରି ନଥିଲେ। ରୋହିତ ଶର୍ମାଙ୍କୁ ମିଶାଇ ତିନି ଜଣ ଶୂନରେ ଆଉଟ୍ ହୋଇଥିଲେ। ଅନ୍ୟ ଦୁଇ ଜଣ ହେଲେ ଅମ୍ବାତି ରାୟୁଡୁ ଓ ଅକ୍ସର ପଟେଲ। ସେହିପରି ରବିଚନ୍ଦ୍ରନ ଅଶ୍ୱିନୀ ୪, ଭୁବନେଶ୍ଣ କୁମାର ୩ ଓ ଧାୱନ କୁଲକର୍ଣ୍ଣି ୨ (ଅପରାଜିତ) କରିଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ ୧୦ ଓଭରରେ ୪୩ ରନ୍ ଦେଇ ୬ ୱିକେଟ୍ ନେଇ ଥିଲେ। ସେହିପରି ନାସିର ହୋସେନ ୨ ଓ ରୁବେଲ ହୋସେନ ୨ଟି ୱିକେଟ୍ ନେଇଥିଲେ।

ବର୍ଷା ଯୋଗୁ ବାଂଲାଦେଶକୁ ୨୦୦ ରନର ଟାର୍ଗେଟକୁ ଡି/ଏଲ ନିୟମ ଅନୁଯାୟୀ ୪୭ ଓଭରରେ ହାସଲ କରିବାକୁ କୁହାଯାଇଥିଲା। କିନ୍ତୁ ମନୋବଳ ଦୃଢ଼ ରହିଥିବା ଘରୋଇ ଦଳ ମାତ୍ର ୩୮ ଓଭରରେ ୪ଟି ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ତମିମ ଇକବାଲ ୧୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ସୌମ୍ୟ ସରକାରଙ୍କ ୩୪ ରନ୍, ଲିଟ୍ଟୋନ ଦାସଙ୍କ ୩୬ ଓ ମୁସଫିକର ରହିମଙ୍କ ୩୧  ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ସକିବ ଅଲ୍ ଆସନଙ୍କ ୬୨ ବଲରୁ ୫୧ ରନ୍ ସବୀର ରେହମାନଙ୍କ ୨୩ ବଲରୁ ୨୨ ରନ୍ ଅପରାଜିତ ରହିଥିଲେ ଓ ଦଳକୁ ଜିତାଇ ଦେଇଥିଲେ।  ଭାରତ ପକ୍ଷରୁ ଧାୱଲ କୁଲକର୍ଣ୍ଣି, ରବିଚନ୍ଦ୍ରନ ଅଶ୍ବିନୀ ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇ ଥିଲେ। ସବୁ ଭାରତୀୟ ବୋଲରକୁ ପ୍ରହାର କରିଥିଲେ ବାଂଲା ବ୍ୟାଟ୍ସମ୍ୟାନ୍।

ସୂଚନାଯୋଗ୍ୟ, ମାସକ ତଳେ ବାଂଲାଦେଶ ପାକିସ୍ତାନକୁ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୩-୦ରେ ପରାସ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story