ଭାରତ-ବାଂଲା ଦ୍ୱିତୀୟ ଦିନିକିଆ : ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ମୀରପୁର: ଭାରତ-ବାଂଲାଦେଶ ମଧ୍ୟରେ ମୀରପୁରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି। ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ଭାରତ ପରାଜିତ ହେବା ପରେ ଦଳରେ କିଛି ପରିବର୍ତ୍ତନ କରାଯାଇଛି। ପ୍ରଥମ ମ୍ୟାଚରେ ଭଲପ୍ରଦର୍ଶନ କରି ନ ଥିବା ଖେଳାଳିଙ୍କୁ ବାଦ୍ ଦେଇଛି ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ। ବାଦ ପଡିଥିବା ଖେଳାଳିମାନେ ହେଲେ ଆଜିଙ୍କ୍ୟ ରାହାଣେ, ମୋହିତ ଶର୍ମା ଓ ଉମେଶ ଯାବଦ । ତାଙ୍କ ସ୍ଥାନରେ ଆମ୍ବାତୀ ରାୟଡୁ, ଅକ୍ଷର […]

rohit-sharma-bangladesh-wc

rohit-sharma-bangladesh-wc

Rakesh Mallick
  • Published: Sunday, 21 June 2015
  • Updated: 21 June 2015, 09:13 AM IST

Sports

Latest News

ମୀରପୁର: ଭାରତ-ବାଂଲାଦେଶ ମଧ୍ୟରେ ମୀରପୁରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି। ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ଭାରତ ପରାଜିତ ହେବା ପରେ ଦଳରେ କିଛି ପରିବର୍ତ୍ତନ କରାଯାଇଛି। ପ୍ରଥମ ମ୍ୟାଚରେ ଭଲପ୍ରଦର୍ଶନ କରି ନ ଥିବା ଖେଳାଳିଙ୍କୁ ବାଦ୍ ଦେଇଛି ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ। ବାଦ ପଡିଥିବା ଖେଳାଳିମାନେ ହେଲେ ଆଜିଙ୍କ୍ୟ ରାହାଣେ, ମୋହିତ ଶର୍ମା ଓ ଉମେଶ ଯାବଦ । ତାଙ୍କ ସ୍ଥାନରେ ଆମ୍ବାତୀ ରାୟଡୁ, ଅକ୍ଷର ପଟେଲ ଓ ଧବଳ କୁଲକର୍ଣ୍ଣୀ ସ୍ଥାନ ପାଇଛନ୍ତି।

୧୮ ତାରିଖ ପ୍ରଥମ ଦିନିକିଆରେ ବାଂଲାଦେଶଠାରୁ ଲଜ୍ଜ୍ୟାଜନକ ପରାଜିତ ହେବା ପରେ ଭାରତକୁ ସିରିଜ ବଞ୍ଚାଇବାକୁ ହେଲେ ଆଜି ହେବାକୁ ଥିବା ଦ୍ୱିତୀୟ ଦିନିକିଆ ଜିତିବାକୁ ପଡିବ । ‘କର ବା ମର’ ଏହି ମ୍ୟାଚକୁ ଜିତି ଭାରତ ସିରିଜକୁ ୧-୧ ଲେଭଲକୁ ଆଣିବା ସହ ପ୍ରଥମ ଦିନିକିଆ ପରାଜୟର ପ୍ରତିଶୋଧ ପାଇଁ ସ୍ୱତନ୍ତ୍ର ରଣନୀତି ନେଇ ପଡିଆକୁ ଓହ୍ଲାଇବ ।

ଅନ୍ୟପକ୍ଷେ ପ୍ରଥମ ଦିନିକିଆ ଜିତିବା ପରେ ବାଂଲାଦେଶ ଉତ୍ସାହିତ ହୋଇପଡିଛି । ପାକିସ୍ତାନକୁ ସିରିଜ ହରାଇବା ପରି ଭାରତକୁ ମଧ୍ୟ ଏହି ସିରିଜରେ ଚକମା ଦେବାକୁ ଦଳ ଯୋଜନା କରିଛି । ବାଂଲାଦେଶ ଅଧିନାୟକ ମଶରଫ ମୁର୍ତାଜା କହିଛନ୍ତି ଯେ, ସିରିଜ ଜିତିବା ଏବେ ଆମର ମୁଖ୍ୟ ଲକ୍ଷ୍ୟ । ଏହାକୁ ଜିତି ଆମେ ଚାମ୍ପିୟନସ ଟ୍ରଫ ଲାଗି କ୍ୱାଲିଫାଇ କରି ପାରିବୁ । ଚମ୍ପିୟନସ ଟ୍ରଫି ଲାଗି ଆମେ ଏପର୍ଯ୍ୟନ୍ତ କ୍ୱାଲିଫାଇ କରିନାହୁଁ । ଏବେ ଆମେ ରାଙ୍କର ୭ ନମ୍ୱରରେ ରହିଛୁ । ଆଉ ଗୋଟିଏ ମ୍ୟାଚ ଜିତିବାକୁ ପରିବ । ଯାହା ଉପରେ ଆମର ଏବେ ଧ୍ୟାନ ରହିଛି । ଭାରତୀୟ ଦଳର ଭେଟରାନ ଖେଳାଳି ସୁରେଶ ରାଇନା କହିଛନ୍ତି ଯେ, ପ୍ରଥମ ଦିନିକିଆରେ ଦୁଇଦେଶ ମଧ୍ୟରେ ସବୁଠାରୁ ବଡ ଫରକ ହେଉଛି ଡେବ୍ୟୁ କରିଥିବା ମୁସ୍ତାଫିଜୁର ରହମାନ । ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳ ଏହି ବୋଲରଙ୍କୁ କିପରି ମୁକାବିଲା କରୁଛି ତାହା ଦେଖିବାକୁ ବାକି ରହିଲା ।

ଦୁଇଦେଶ ମଧ୍ୟରେ ହୋଇଥିବା ମୁକାବିଲାକୁ ଦେଖିଲେ ଭାରତକୁ ସତର୍କତାର ସହ ଖେଳିବାକୁ ପଡିବ । ଭାରତକୁ ବାଂଲାଦେଶ ପୂର୍ବରୁ ୪ ଥର ହରାଇଛି । ଆଉ ଏଥିରୁ ୩ ଥର ଢାକାରେ ହିଁ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଯଦି ଆଉ ଗୋଟିଏ ମ୍ୟାଚ ହାରିଯାଏ ତେବେ ୨୭ବର୍ଷ ମଧ୍ୟରେ ଭାରତର ଏହା ହେବ ବାଂଲାଦେଶ ବିରୋଧରେ ପ୍ରଥମ ସିରିରଜ ପରାଜୟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story