ସର୍ବଭାରତୀୟ କରାଟେ ଚାମ୍ପିଅନ୍‌ସିପ୍‌ରେ ୨୪ଟି ମେଡାଲ ଜିତିଲେ ଭି.ଭି କରାଟେ ସ୍କୁଲର କରାଟେକା

ଭୁବନେଶ୍ୱର:ପଣ୍ଡିଚେରୀରେ ଶେଷ ହୋଇଥିବା ସର୍ବଭାରତୀୟ କରାଟେ ଚାମ୍ପିଅନ୍‌ସିପ୍‌ରେ ଚମକିଲେ ଭି.ଭି କରାଟେ ସ୍କୁଲର କରାଟେକା। ଓଡ଼ିଶା ପାଇଁ ୧୭ଟି ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ ବ୍ରୋଞ୍ଜ ପଦକ ସହ ମୋଟ ୨୪ଟି ମେଡାଲ ଜିଣିଛନ୍ତି। ଏହି ପ୍ରତିଯୋଗିତାରେ ପ୍ରାୟ ୧୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଆନ୍ତର୍ଜାତିକ କରାଟେକା ଭାଲିନା ଭାଲେଣ୍ଟିନାଙ୍କ ସମେତ ବିଭିନ୍ନ ବୟସ ବର୍ଗରେ  ଏହି ପ୍ରତିଯୋଗିମାନେ ମେଡାଲ ଜିତିଛନ୍ତି। ସେମାନଙ୍କୁ ଭି.ଭି କରାଟେ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।

karate

Rakesh Mallick
  • Published: Wednesday, 31 August 2016
  • , Updated: 31 August 2016, 11:53 AM IST

Related story