୩-୨ରେ ସିରିଜ ଜିତିଲା ମହିଳା ଭାରତୀୟ କ୍ରିକେଟ ଟିମ୍

ବେଙ୍ଗାଲୁରୁ: ବୁଧବାର ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ  ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଖେଳା ଯାଇଥିବା ୫ ଟିକିଆ ସିରିଜର ଶେଷ ଦିନିକିଆରେ ୯ ୱିକେଟରେ ଜିତାପଟ ହାସଲ କରିଛି ମହିଳା ଟିମ ଇଣ୍ଡିଆ। ଥିରୁଷ କାମିନିଙ୍କ ଅପରାଜିତ ଅର୍ଦ୍ଧଶତକ ଓ ଭାରତୀୟ ବୋଲରଙ୍କ ସଫଳ ବୋଲିଂ ବଳରେ ଭାରତ ୩-୨ରେ ସିରିଜି ଜିତିଛି। ପ୍ରଥମେ ଟସ ଜିତି ନ୍ୟୁଜିଲ୍ୟାଣ୍ଡ ୪୧ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୧୮ ରନ ସଂଗ୍ରହ କରିପାରିଥିଲା। ଭାରତୀୟ ମହିଳା […]

mahila women team

mahila women team

Rakesh Mallick
  • Published: Wednesday, 08 July 2015
  • Updated: 09 July 2015, 01:37 AM IST

Sports

Latest News

ବେଙ୍ଗାଲୁରୁ: ବୁଧବାର ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ  ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଖେଳା ଯାଇଥିବା ୫ ଟିକିଆ ସିରିଜର ଶେଷ ଦିନିକିଆରେ ୯ ୱିକେଟରେ ଜିତାପଟ ହାସଲ କରିଛି ମହିଳା ଟିମ ଇଣ୍ଡିଆ। ଥିରୁଷ କାମିନିଙ୍କ ଅପରାଜିତ ଅର୍ଦ୍ଧଶତକ ଓ ଭାରତୀୟ ବୋଲରଙ୍କ ସଫଳ ବୋଲିଂ ବଳରେ ଭାରତ ୩-୨ରେ ସିରିଜି ଜିତିଛି।

ପ୍ରଥମେ ଟସ ଜିତି ନ୍ୟୁଜିଲ୍ୟାଣ୍ଡ ୪୧ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୧୮ ରନ ସଂଗ୍ରହ କରିପାରିଥିଲା। ଭାରତୀୟ ମହିଳା ଦଳର ବୋଲିଂ ଅଗାରେ ସୁଜି ବେଟ୍ସଙ୍କ ୪୨ ରନ ,ଆନା ପଟରସନ ୨୨ରନକୁ ଛାଡିଦେଲେ କୌଣସି ଖେଳାଳୀ ଆଖିଦୃର୍ଶିଆ ସ୍କୋର କରିପାରି ନ ଥିଲେ। ମାତ୍ର ୧୧୮ରେ ସିମିତ ରହିଥିଲା ନ୍ୟୁଜିଲ୍ୟାଣ୍ଡର ଦଳୀୟ ସ୍କୋର। ଭାରତ ପକ୍ଷରୁ ଝୁଲନ ଗୋସ୍ୱାମୀ ୧୭ ରନ ଦେଇ ୨ଟି ୱିକେଟ, ରାଜେଶ୍ୱରୀ ଗାଇକୱାର୍ଡଙ୍କ ୧୫ ରନ ଦେଇ ୨ଟି ୱିକେଟ ଓ ଦିପ୍ତି ଶର୍ମାଙ୍କ ୨୨ ରନ ଦେଇ ୨ଟି ୱିକେଟ ହାସଲ କରିଥିଲେ।

୧୧୯ର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ମାତ୍ର ୨୭.୨ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ୧୨୧ ରନର ବିଜୟ ହାସଲ କରିନେଇଥିଲା। ଦଳପକ୍ଷରୁ ଥିରୁଷ କାମିନି ଅପରାଜିତ ୬୨ ଓ ଦିପ୍ତି ଶର୍ମାଙ୍କ ଅପରାଜିତ ୪୪ ରନ କରି ଭାରତକୁ ବିଜୟର ସ୍ୱାଦ ଚଖାଇଥିଲେ। ବିସିସିଆଇ ମହିଳା ଟିମ ଇଣ୍ଡିଆକୁ ମାତ୍ର ୨୧ ଲକ୍ଷ ଟଙ୍କା ପୁରସ୍କାର ଆର୍ଥରାଶି ପ୍ରଦାନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story