୧୧୨୨ଜଣ ଖେଳାଳିଙ୍କ ମଧ୍ୟରୁ ନିଲାମୀରେ ଭାଗନେବେ ମାତ୍ର ୫୭୮: ବିସିସିଆଇ ଦେଲା ସୂଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ୨୦୧୮ ପାଇଁ ଆସନ୍ତା ଜାନୁଆରୀ ୨୭ ତାରିଖ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ଏହି ନିଲାମୀରେ ଅଶଂଗ୍ରହଣ କରୁଥିବା ଖେଳାଳିଙ୍କ ସୂଚୀ ରବିବାର ବିସିସିଆଇ ଜାରି କରିଛି। ଏହି ନିଲାମୀରେ ଦେଶ ତଥା ବିଦେଶରୁ ୫୭୮ ଜଣ ଖେଳାଳି ଭାଗନେବାକୁ ଧାର୍ଯ୍ୟ କରାଯାଇଛି। ୩୬ଜଣ କ୍ରିକେଟର୍‌ ଏମିତି ଅଛନ୍ତି ଯେଉଁମାନଙ୍କ ବେସ୍‌ ପ୍ରାଇସ୍ ସର୍ବାଧିକ ରହିଛି। ଏମାନଙ୍କ ମଧ୍ୟରୁ ୧୩ଜଣ ହେଉଛନ୍ତି ଭାରତୀୟ। ସର୍ବାଧିକ ବେସ୍‌ ପ୍ରାଇସ୍ ଥିବା ଖେଳାଳି ହେଲେ ଯୁବରାଜ, […]

dc-Cover-ku0vqtadm8hsoc755nr8ce3n54-20180121160048.Medi

Ordigital Desk
  • Published: Sunday, 21 January 2018
  • Updated: 22 January 2018, 12:09 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ୨୦୧୮ ପାଇଁ ଆସନ୍ତା ଜାନୁଆରୀ ୨୭ ତାରିଖ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ଏହି ନିଲାମୀରେ ଅଶଂଗ୍ରହଣ କରୁଥିବା ଖେଳାଳିଙ୍କ ସୂଚୀ ରବିବାର ବିସିସିଆଇ ଜାରି କରିଛି। ଏହି ନିଲାମୀରେ ଦେଶ ତଥା ବିଦେଶରୁ ୫୭୮ ଜଣ ଖେଳାଳି ଭାଗନେବାକୁ ଧାର୍ଯ୍ୟ କରାଯାଇଛି। ୩୬ଜଣ କ୍ରିକେଟର୍‌ ଏମିତି ଅଛନ୍ତି ଯେଉଁମାନଙ୍କ ବେସ୍‌ ପ୍ରାଇସ୍ ସର୍ବାଧିକ ରହିଛି। ଏମାନଙ୍କ ମଧ୍ୟରୁ ୧୩ଜଣ ହେଉଛନ୍ତି ଭାରତୀୟ। ସର୍ବାଧିକ ବେସ୍‌ ପ୍ରାଇସ୍ ଥିବା ଖେଳାଳି ହେଲେ ଯୁବରାଜ, ଗମ୍ଭୀର, ହରଭଜନ, ପୋଲାର୍ଡ ପ୍ରମୁଖ।

ସବୁ କ୍ରିକେଟ୍‌ ପ୍ରେମୀଙ୍କ ନଜର ଏଥର ଆଇପିଏଲ ନିଲାମୀ ଉପରେ ରହିବା। ସମସ୍ତେ ଜାଣିବାକୁ ଚାହିଁବେ କେଉଁ କ୍ରିକେଟର୍‌ ୨୦୧୮ ଆଇପିଏଲରେ ସବୁଠୁ ଦାମୀ କ୍ରିକେଟର୍‌ ହେବେ।

ଲଗାତର ୨ ବର୍ଷ ଧରି ଯୁବରାଜ ସିଂ ଆଇପିଏଲରେ ସବୁଠୁ ଦାମୀ କ୍ରିକେଟର୍‌ ହୋଇଥିଲେ। ୨୦୧୪ରେ ଯୁବିଙ୍କୁ ଆର୍‌ସିବି ସର୍ବାଧିକ ୧୪ କୋଟି ଟଙ୍କାରେ କିଣିଥିବା ବେଳେ ୨୦୧୫ରେ ଦିଲ୍ଲୀ ଯୁବିଙ୍କୁ ୧୬ କୋଟି ଟଙ୍କାରେ କିଣିଥାଲ। କେବଳ ୨୦୧୮ ସିଜିନକୁ ଛାଡିଦେଲେ ଆଇପିଏଲ୍‌ ଇତିହାସରେ ଏହା ସର୍ବାଧିକ।

ପୁଣିଥରେ ଯୁବରାଜ ଆଇପିଏଲରେ ଆକର୍ଷଣର କେନ୍ଦ୍ର ସାଜିଛନ୍ତି। ଆଇପିଏଲ ନିଲାମୀରେ ଏକ ହଜାରରୁ ଅଧିକ ଖେଳାଳି ନାଁ ରେଜିଷ୍ଟର୍‌ କରିଥିବା ବେଳେ ବିସିସିଆଇ ମାତ୍ର ୫୭୮ ଜଣ ଖେଳାଳିଙ୍କୁ ନିଲାମୀରେ ଅଶଂଗ୍ରହଣ କରିବା ପାଇଁ ଅନୁମତି ଦେଇଛି। ଏପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଫ୍ରାଞ୍ଚାଇଜ୍‌ ମୋଟ୍‌ ୧୮ ଜଣ ଖେଳାଳିଙ୍କୁ ରିଟେନ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story