ରାଜସ୍ଥାନ ୧୨.୫୦ କୋଟିରେ ଏହି ଖେଳାଳିଙ୍କୁ କିଣିଲା: ଅଶ୍ୱିନ, ରାହାଣେ ଓ ଷ୍ଟାର୍କ ହେଲେ କୋଟିପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଯାଇଛି ଆଇପିଏଲ-୧୧ ପାଇଁ ନିଲାମୀ। ପୁଣିଥିରେ ଆଇପିଏଲରେ ଜଲ୍‌ବା ଦେଖାଇଛନ୍ତି ବେନ୍‌ ଷ୍ଟୋକ୍‌। ବାଙ୍ଗାଲୋର ଠାରେ ଆରମ୍ଭ ହୋଇଥିବା ନିଲମୀର ପ୍ରଥମ ସେସନରେ ବେନ୍‌ ଷ୍ଟୋକ୍‌ ୧୨.୫୦କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ରାଜସ୍ଥାନ ରୟାଲ୍ସ ତାଙ୍କୁ ୧୨ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି। ୪ କୋଟି ଟଙ୍କାରେ ଆର୍‌ଟିଏମ୍‌ ମାଧ୍ୟମରେ ରାହାଣେଙ୍କୁ ରାଜସ୍ଥାନ ରୟାଲ୍ସ ନିଜ ଟିମ୍‌ରେ ରଖିଛି।  ସେହିପରି ୯ କୋଟି ୪୦ ଲକ୍ଷ ଟଙ୍କାରେ ମିଚେଲ୍‌ ଷ୍ଟାର୍କଙ୍କୁ କୋଲକାତା […]

ipl-auction-2018_806x605_81517023803

Ordigital Desk
  • Published: Saturday, 27 January 2018
  • , Updated: 28 January 2018, 11:44 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଯାଇଛି ଆଇପିଏଲ-୧୧ ପାଇଁ ନିଲାମୀ। ପୁଣିଥିରେ ଆଇପିଏଲରେ ଜଲ୍‌ବା ଦେଖାଇଛନ୍ତି ବେନ୍‌ ଷ୍ଟୋକ୍‌। ବାଙ୍ଗାଲୋର ଠାରେ ଆରମ୍ଭ ହୋଇଥିବା ନିଲମୀର ପ୍ରଥମ ସେସନରେ ବେନ୍‌ ଷ୍ଟୋକ୍‌ ୧୨.୫୦କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ରାଜସ୍ଥାନ ରୟାଲ୍ସ ତାଙ୍କୁ ୧୨ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି। ୪ କୋଟି ଟଙ୍କାରେ ଆର୍‌ଟିଏମ୍‌ ମାଧ୍ୟମରେ ରାହାଣେଙ୍କୁ ରାଜସ୍ଥାନ ରୟାଲ୍ସ ନିଜ ଟିମ୍‌ରେ ରଖିଛି।  ସେହିପରି ୯ କୋଟି ୪୦ ଲକ୍ଷ ଟଙ୍କାରେ ମିଚେଲ୍‌ ଷ୍ଟାର୍କଙ୍କୁ କୋଲକାତା କିଣିଛି। ୭ କୋଟି ୬୦ ଲକ୍ଷ ଟଙ୍କାରେ ଅଶ୍ୱିନଙ୍କୁ କିଙ୍କ୍ସ ଇଲେଭେନ୍‌ ପଞ୍ଜାବ କିଣିଛି।

Related story