ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟ୍ୱେଣ୍ଟି-୨୦

ଫ୍ଲୋରିଡା: ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଆରମ୍ଭ ହେଉଛି। ଆମେରିକାର ଫ୍ଲୋରିଡାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଦୁଇ ଟିମ୍‌ ଜୋରଦାର୍‌ ଅଭ୍ୟାସ କରିଛନ୍ତି। କ୍ରିସ୍‌ ଗେଲ୍‌, କାଇରନ୍‌ ପୋଲାର୍ଡ, ଡ୍ୱେନ୍‌ ବ୍ରାଭୋଙ୍କ ପରି ଟ୍ୱେଣ୍ଟି-୨୦ ହେଭିୱେଟ୍‌ମାନଙ୍କୁ ନେଇ ଗଠିତ ହୋଇଥିବା ଇଣ୍ଡିଜ୍‌ ଦଳ ଏହି  ଫର୍ମାଟ୍‌ରେ ବିଶ୍ୱ ଚମ୍ପିଆନ୍‌ ହୋଇଥିବା ବେଳେ ସେମିଫାଇନାଲରେ ଭାରତକୁ ପରାସ୍ତ କରିଥିଲା। ତେଣୁ ଆଜିର ମ୍ୟାଚ୍‌ ଜିତି ବିଶ୍ୱକପ୍‌ ପରାଜୟର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ ରହିବ […]

crticket

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 09:20 AM IST

ଫ୍ଲୋରିଡା: ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଆରମ୍ଭ ହେଉଛି। ଆମେରିକାର ଫ୍ଲୋରିଡାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଦୁଇ ଟିମ୍‌ ଜୋରଦାର୍‌ ଅଭ୍ୟାସ କରିଛନ୍ତି। କ୍ରିସ୍‌ ଗେଲ୍‌, କାଇରନ୍‌ ପୋଲାର୍ଡ, ଡ୍ୱେନ୍‌ ବ୍ରାଭୋଙ୍କ ପରି ଟ୍ୱେଣ୍ଟି-୨୦ ହେଭିୱେଟ୍‌ମାନଙ୍କୁ ନେଇ ଗଠିତ ହୋଇଥିବା ଇଣ୍ଡିଜ୍‌ ଦଳ ଏହି  ଫର୍ମାଟ୍‌ରେ ବିଶ୍ୱ ଚମ୍ପିଆନ୍‌ ହୋଇଥିବା ବେଳେ ସେମିଫାଇନାଲରେ ଭାରତକୁ ପରାସ୍ତ କରିଥିଲା।

ତେଣୁ ଆଜିର ମ୍ୟାଚ୍‌ ଜିତି ବିଶ୍ୱକପ୍‌ ପରାଜୟର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ ରହିବ । ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୭ରୁ ଏହି ମ୍ୟାଚ୍‌ ଖେଳାଯିବ।

Related story