ଆଜି ଜାତୀୟ କ୍ରୀଡ଼ା ଦିବସ

ନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡ଼ା ଦିବସ। ହକି ଯାଜୁଗର ମେଜର ଧ୍ୟାନ ଚାନ୍ଦଙ୍କ ୧୧୨ତମ ଜନ୍ମ ଦିବସ। ଏହି କିମ୍ୱଦନ୍ତୀ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ଖେଳ ପ୍ରତି ସେଚତନତା ସୃଷ୍ଟି କରିବା ପାଇଁ ୨୦୧୨ ମସିହାରୁ ପ୍ରତିବର୍ଷ ୨୯ ଅଗଷ୍ଟକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଅବସରରେ ଦେଶର ବିଭିନ୍ନ ସହରରେ କ୍ରୀଡ଼ା ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଛି। ଆଜିର ଦିନରେ ସମ୍ମାନଜନକ ଜାତୀୟ ଖେଳ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥାଏ। […]

National-Sports-Day

Rakesh Mallick
  • Published: Monday, 29 August 2016
  • , Updated: 29 August 2016, 08:15 AM IST

ନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡ଼ା ଦିବସ। ହକି ଯାଜୁଗର ମେଜର ଧ୍ୟାନ ଚାନ୍ଦଙ୍କ ୧୧୨ତମ ଜନ୍ମ ଦିବସ। ଏହି କିମ୍ୱଦନ୍ତୀ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ଖେଳ ପ୍ରତି ସେଚତନତା ସୃଷ୍ଟି କରିବା ପାଇଁ ୨୦୧୨ ମସିହାରୁ ପ୍ରତିବର୍ଷ ୨୯ ଅଗଷ୍ଟକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଇ ଆସୁଛି।

ଏହି ଅବସରରେ ଦେଶର ବିଭିନ୍ନ ସହରରେ କ୍ରୀଡ଼ା ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଛି। ଆଜିର ଦିନରେ ସମ୍ମାନଜନକ ଜାତୀୟ ଖେଳ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥାଏ। ଆଜି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅର୍ଜୁନ୍‌, ଖେଳରତ୍ନ  ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରିବେ।

Related story