ଆଜିଠୁ ଟି-ଟ୍ୱେଣ୍ଟି ୱାଲର୍ଡ କପ୍

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ୱାଲର୍ଡ କପ୍। କ୍ୱାଲିଫାଇଂ ରାଉଣ୍ଡରେ ଆଜି ନାଗପୁରରେ ହଂକଂ–ଜିମ୍ୱାୱେ ଏବଂ ଦ୍ୱିତୀୟ ମ୍ୟାଚ୍ ଆଫଗାନିସ୍ତାନ ଓ ସ୍କଟଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏଥିରୁ ୨ଟି ଟିମ୍  ସୁପରଟେନରେ ପ୍ରବେଶ କରିବେ। କିନ୍ତୁ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା  ଓ ୱେଷ୍ଟଇଣ୍ଡିଜ୍ ସିଧାସଳଖ ସୁପରଟେନ୍ ପର୍ଯ୍ୟାୟରୁ ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ସୁପର-୧୦ ପର୍ଯ୍ୟାୟରେ ଆସନ୍ତା ୧୫ରୁ ଭାରତର ଅଭିଯାନ ଆରମ୍ଭ ହେବ। ନାଗପୁରରେ ଭାରତ ବିପକ୍ଷରେ […]

t20-world

Rakesh Mallick
  • Published: Tuesday, 08 March 2016
  • , Updated: 08 March 2016, 04:12 AM IST

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ୱାଲର୍ଡ କପ୍। କ୍ୱାଲିଫାଇଂ ରାଉଣ୍ଡରେ ଆଜି ନାଗପୁରରେ ହଂକଂ–ଜିମ୍ୱାୱେ ଏବଂ ଦ୍ୱିତୀୟ ମ୍ୟାଚ୍ ଆଫଗାନିସ୍ତାନ ଓ ସ୍କଟଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏଥିରୁ ୨ଟି ଟିମ୍  ସୁପରଟେନରେ ପ୍ରବେଶ କରିବେ। କିନ୍ତୁ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା  ଓ ୱେଷ୍ଟଇଣ୍ଡିଜ୍ ସିଧାସଳଖ ସୁପରଟେନ୍ ପର୍ଯ୍ୟାୟରୁ ସେମାନଙ୍କ ଅଭିଯାନ ଆରମ୍ଭ କରିବେ।

ସୁପର-୧୦ ପର୍ଯ୍ୟାୟରେ ଆସନ୍ତା ୧୫ରୁ ଭାରତର ଅଭିଯାନ ଆରମ୍ଭ ହେବ। ନାଗପୁରରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ଖେଳିବ। ବର୍ତ୍ତମାନର ପ୍ରଦର୍ଶନକୁ ନେଇ ଭାରତ ଏହି ବିଶ୍ୱକପ୍ ଜିତିବା ସମ୍ଭାବନା ଅଧିକ ରହିଛି ବୋଲି କୁହାଯାଉଛି।

Related story