ଅନ୍ୟପକ୍ଷରେ ବାଂଲାଦେଶ ପାକିସ୍ତାନକୁ ହରାଇବା ଫାଇନାଲରେ ପ୍ରବେଶ କରିଛି। ରବିବାର ସନ୍ଧ୍ୟଶ ସାଢେ ୭ଟାରେ ମୀରପୁର ସ୍ଥିତ ଶେର-ଏ-ବାଂଲା ଷ୍ଟାଡିୟମରେ ଭାରତ-ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ।
ଭାରତ ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇ ୬ ପଏଣ୍ଟ ସହ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ବେଳେ ୟୁଏଇ ୩ଟି ମ୍ୟାଚ ହାରି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି।
ଭାରତର ସାମ୍ଭାବ୍ୟ ଦଳ: ଏମଏସ ଧୋନି(ଅଧିନାୟକ),ଶିଖର ଧାୱନ,ରୋହିତ ଶର୍ମା, ଯୁବରାଜ ସିଂହ,ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଜସପ୍ରିତ ବୁମରା, ଆଶିଷ ନେହେରା, ସୁରେଶ ରାଇନା,ଆଜିଙ୍କ୍ୟ ରାହାଣେ, ହରଭଜନ ସିଂହ, ପୱନ ନେଗୀ, ଭୁବନେଶ୍ୱର କୁମାର ଓ ପାର୍ଥିବ ପଟେଲ।
ୟୁଏଇର ସାମ୍ଭାବ୍ୟ ଦଳ: ଅମଜଦ୍ ଜାଭେଦ୍(ଅଧିନାୟକ), ଅହମ୍ମଦ୍ ତାରିକ୍, ଫରହାନ୍ ଅହମ୍ମଦ, ମହମ୍ମଦ ନାଭିଦ୍, ମହମ୍ମଦ ଶାହାଜାଦ୍,ଏମ୍.କଲୀମ୍,ଏମ. ଉସ୍ମାନ୍,ସ୍ୱନ୍ନୀଲ୍ ପାଟିଲ୍, କାଦିର ଅହମ୍ମଦ, ରୋହନ୍ ମୁସ୍ତାଫା,ସାକ୍ଲେନ୍ ହାଇଦର, ଏସ୍ ଅନୱାର, ଉସମାନ୍ ମୁଶତାକ୍ ଓ ଜାହିର ମାସୁଦ୍।