ଏସିଆକପ୍‌ ଫାଇନାଲରେ ଭାରତ-ବାଂଲାଦେଶ ମୁକାବିଲା

ମୀରପୁର: ଏସିଆକପ୍‌ ଫାଇନାଲରେ ଭାରତ-ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ରିବିବାର ଦିନ ସନ୍ଧ୍ୟା ୭ଟା ୩୦ରେ ମୀରପୁରରେ ଖେଳାଯିବ। ଆଜି ବାଂଲାଦେଶ ପାକିସ୍ତାନକୁ ୫ ୱିକେଟ ହରାଇବା ପରେ ଏହା ସ୍ପଷ୍ଟ ହୋଇଛି। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ୭ ୱିକେଟ ହରାଇ ୧୨୯ ରନ କରିଥିଲା। ଏହାକୁ ପିଛା କରି ବାଂଲାଦେଶ ୫ ୱିକେଟ ହରାଇ ୧୩୧ ରନ କରି ନେଇଥିଲା। ପାକିସ୍ତାନ ପକ୍ଷରୁ ସରଫରାଜ୍ ଖାନ୍‌ ଅପରାଜିତ ୫୮(୪୨)ରନ୍‌ କରିଥିବା ବେଳେ ମହମ୍ମଦ ଅମୀର […]

India v Bangladesh: Group B - 2011 ICC World Cup

Rakesh Mallick
  • Published: Wednesday, 02 March 2016
  • , Updated: 02 March 2016, 05:49 PM IST

ମୀରପୁର: ଏସିଆକପ୍‌ ଫାଇନାଲରେ ଭାରତ-ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ରିବିବାର ଦିନ ସନ୍ଧ୍ୟା ୭ଟା ୩୦ରେ ମୀରପୁରରେ ଖେଳାଯିବ। ଆଜି ବାଂଲାଦେଶ ପାକିସ୍ତାନକୁ ୫ ୱିକେଟ ହରାଇବା ପରେ ଏହା ସ୍ପଷ୍ଟ ହୋଇଛି। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ୭ ୱିକେଟ ହରାଇ ୧୨୯ ରନ କରିଥିଲା। ଏହାକୁ ପିଛା କରି ବାଂଲାଦେଶ ୫ ୱିକେଟ ହରାଇ ୧୩୧ ରନ କରି ନେଇଥିଲା। ପାକିସ୍ତାନ ପକ୍ଷରୁ ସରଫରାଜ୍ ଖାନ୍‌ ଅପରାଜିତ ୫୮(୪୨)ରନ୍‌ କରିଥିବା ବେଳେ ମହମ୍ମଦ ଅମୀର ୨ଟି ୱିକେଟ ଅକ୍ତିଆର କରିଥିଲେ। ବାଂଲାଦେଶ ପକ୍ଷରୁ ସୌମ୍ୟ ସରକାର ୪୮(୪୮)ରନ୍‌ ଓ ଅଲ୍‌-ଅମୀନ୍‌ ହୁସେନ୍‌ ୩ଟି ୱିକେଟ ନେଇଥିଲେ।

Related story