ଟି-୨୦ରେ ଇତିହାସ ରଚିଲା ବାଂଲାଦେଶ ମହିଳା ଟିମ୍‌

ପୋଖରା: ବାଂଲାଦେଶ ମହିଳା କ୍ରିକେଟ୍ ଟିମ୍ ମାଳଦ୍ୱୀପ ମହିଳା କ୍ରିକେଟ୍ ଟିମକୁ ୨୪୯ ରନରେ ହରାଇ ଇତିହାସ ରଚିଛି । ନେପାଳରେ ଚାଲିଥିବା ସାଉଥ୍ ଏସିଆନ୍ ଗେମ୍ସରେ ବାଂଲାଦେଶ ଏହି ବିଶ୍ୱ କୀର୍ତ୍ତିମାନ କରିଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୨୫୫ ରନ୍ କରିଥିଲା। ଟିମ୍ ପକ୍ଷରୁ ନିଗାର ସୁଲତାନା ୧୧୩ (୬୫ ବଲ୍‌, ୧୪ ଚୌକା, ୩ ଛକା) ଓ ଫରଗାନା […]

ban

ban

Ranjit Kumar Jena
  • Published: Friday, 06 December 2019
  • Updated: 06 December 2019, 08:24 PM IST

Sports

Latest News

ପୋଖରା: ବାଂଲାଦେଶ ମହିଳା କ୍ରିକେଟ୍ ଟିମ୍ ମାଳଦ୍ୱୀପ ମହିଳା କ୍ରିକେଟ୍ ଟିମକୁ ୨୪୯ ରନରେ ହରାଇ ଇତିହାସ ରଚିଛି । ନେପାଳରେ ଚାଲିଥିବା ସାଉଥ୍ ଏସିଆନ୍ ଗେମ୍ସରେ ବାଂଲାଦେଶ ଏହି ବିଶ୍ୱ କୀର୍ତ୍ତିମାନ କରିଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୨୫୫ ରନ୍ କରିଥିଲା।

ଟିମ୍ ପକ୍ଷରୁ ନିଗାର ସୁଲତାନା ୧୧୩ (୬୫ ବଲ୍‌, ୧୪ ଚୌକା, ୩ ଛକା) ଓ ଫରଗାନା ହକ୍ ୧୧୦ (୫୩ ବଲ୍‌, ୨୦ ଚୌକା) ରନ୍ କରି ଅପରାଜିତ ଥିଲେ। ଏହା ପରେ ବାଂଲାଦେଶ ମହିଳା ଟିମ୍ ମାଳଦ୍ୱୀପକୁ ମାତ୍ର ୬ ରନରେ ଅଲଆଉଟ୍ କରିଥିଲା। ଚଳିତ ଗେମ୍ସରେ କ୍ରମାଗତ ତୃତୀୟ ବିଜୟ ସହ ବାଂଲାଦେଶ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିଛି।

ଏହି ମ୍ୟାଚରେ ମାଳଦ୍ୱୀପର ୮ଜଣ ବ୍ୟାଟ୍ସଓମ୍ୟାନ୍ ଖାତା ଖୋଲିପାରିନଥିବା ବେଳେ ଦୁଇଜଣ ୧ ରନ୍ ଲେଖାଏ କରିଥିଲେ । ଟିମର ୧୦ତମ ବ୍ୟାଟ୍ସମ୍ୟାନ୍ ଶାମା ଅଲୀ ସର୍ବାଧିକ ୨ ରନ୍ କରିଥିଲେ। ବାଂଲାଦେଶୀ ବୋଲରମାନେ ଯଦି ଅତିରିକ୍ତ ୨ ରନ୍ ଦେଇନଥାନ୍ତେ, ତାହେଲେ ମାଳଦ୍ୱୀପ ୪ ରନରେ ଅଲଆଉଟ୍ ହୋଇଥାନ୍ତା। ମାଳଦ୍ୱୀପ ଲକ୍ଷ୍ୟର ପିଛା କରି ୧୨.୧ ଓଭର ବ୍ୟାଟିଂ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story