୨୦୨୦ ଟୋକିଓ ଅଲିମ୍ପିକ୍‌: ଅର୍ଥ ଯୋଗାଡରେ ଭାରତୀୟ ସନ୍ତରଣକାରୀ ଭକ୍ତି ଶର୍ମା

ବ୍ୟାଙ୍ଗକ୍‌:ଆର୍ଣ୍ଟାକାଟିକ୍‌ ମହାସାଗରରେ ଏକ ଡିଗ୍ରୀରୁ କମ୍‌ ତାପମାତ୍ରାରେ ୫୨ ମିନିଟ୍‌ରେ ୧.୪ ମାଇଲ୍‌ ସନ୍ତରଣ କରି ବିଶ୍ୱ ରେଡର୍କ କରିଥିବା ଭାରତୀୟ ସନ୍ତରଣକାରୀ ଭକ୍ତି ଶର୍ମା ଆସନ୍ତା ୨୦୨୦ ଟୋକିଓ ଅଲିମ୍ପିକ୍‌ ପାଇଁ ଅର୍ଥ ଯୋଗାଡ କରୁଛନ୍ତି। ସେ ଅନ୍‌ଲାଇନ୍‌ କ୍ରାଉଡଫଣ୍ଡିଂ ମାଧ୍ୟମରେ ସେ ଅର୍ଥ ଯୋଗାଡ କରୁଛନ୍ତି। ସେ କହିଛନ୍ତି,“ପ୍ରଶିକ୍ଷଣ ପାଇଁ ମୁଁ ବହୁତ ଅର୍ଥ ଆବଶ୍ୟକ କରୁଛି। ଏଥିପାଇଁ ଏକ ଟିମ୍‌ ଗଠନ କରିଛି, ଯାହା କ୍ରାଉଡ ଫଣ୍ଡିଂ ମାଧ୍ୟମରେ ଅର୍ଥ ସଂଗ୍ରହ କରିବ। […]

bhakti-1

Rakesh Mallick
  • Published: Thursday, 08 September 2016
  • , Updated: 08 September 2016, 07:53 PM IST

ବ୍ୟାଙ୍ଗକ୍‌:ଆର୍ଣ୍ଟାକାଟିକ୍‌ ମହାସାଗରରେ ଏକ ଡିଗ୍ରୀରୁ କମ୍‌ ତାପମାତ୍ରାରେ ୫୨ ମିନିଟ୍‌ରେ ୧.୪ ମାଇଲ୍‌ ସନ୍ତରଣ କରି ବିଶ୍ୱ ରେଡର୍କ କରିଥିବା ଭାରତୀୟ ସନ୍ତରଣକାରୀ ଭକ୍ତି ଶର୍ମା ଆସନ୍ତା ୨୦୨୦ ଟୋକିଓ ଅଲିମ୍ପିକ୍‌ ପାଇଁ ଅର୍ଥ ଯୋଗାଡ କରୁଛନ୍ତି। ସେ ଅନ୍‌ଲାଇନ୍‌ କ୍ରାଉଡଫଣ୍ଡିଂ ମାଧ୍ୟମରେ ସେ ଅର୍ଥ ଯୋଗାଡ କରୁଛନ୍ତି।

ସେ କହିଛନ୍ତି,“ପ୍ରଶିକ୍ଷଣ ପାଇଁ ମୁଁ ବହୁତ ଅର୍ଥ ଆବଶ୍ୟକ କରୁଛି। ଏଥିପାଇଁ ଏକ ଟିମ୍‌ ଗଠନ କରିଛି, ଯାହା କ୍ରାଉଡ ଫଣ୍ଡିଂ ମାଧ୍ୟମରେ ଅର୍ଥ ସଂଗ୍ରହ କରିବ। ୨୦୨୦ ଟୋକିଓ ଅଲିମ୍ପିକ୍‌ରେ ମୋ ସ୍ୱପ୍ନ ପୂରଣ କରିବା ଏହି ମୁଁ ଅର୍ଥ ଯୋଗାଡରେ ଲାଗିଛି।”

Related story