ବିସିସିଆଇ ଓ ଚୀନ୍ କମ୍ପାନୀ ଭିଭୋ ସହିତ ଚୁକ୍ତି ବାତିଲ୍ ହେବ କି?

ନୂଆଦିଲ୍ଲୀ: ଗୁଲଓ୍ୱାନ ଉପତ୍ୟକାରେ ୨୦ ବୀର ଯବାନ ଶହୀଦ ହେବା ପରେ ଚୀନକୁ ବୟକଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବିସିସିଆଇ ସହିତ ଚୀନର ମୋବାଇଲ୍ କମ୍ପାନୀ ଭିଭୋ ଚୁକ୍ତି ରହିଛି। ସୋଶାଲ ମିଡିଆ ଏବଂ ବିଭିନ୍ନ ଫୋରମରେ ଚାଇନା କମ୍ପାନୀ ସହିତ ବିସିସିଆଇ ଚୁକ୍ତିକୁ ବାତିଲ୍ ହେବା ନେଇ ଦାବି ହେବା ପରେ ମତ ରଖିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି (ଦାଦା)। ସେ ସ୍ପଷ୍ଟ କରିଛନ୍ତି, ଆଇପିଏଲ ସହିତ ଭିଭୋର ଚୁକ୍ତି ରହିଛି। […]

ganguly

Subhransu Sekhar
  • Published: Thursday, 18 June 2020
  • , Updated: 18 June 2020, 09:58 PM IST

ନୂଆଦିଲ୍ଲୀ: ଗୁଲଓ୍ୱାନ ଉପତ୍ୟକାରେ ୨୦ ବୀର ଯବାନ ଶହୀଦ ହେବା ପରେ ଚୀନକୁ ବୟକଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବିସିସିଆଇ ସହିତ ଚୀନର ମୋବାଇଲ୍ କମ୍ପାନୀ ଭିଭୋ ଚୁକ୍ତି ରହିଛି। ସୋଶାଲ ମିଡିଆ ଏବଂ ବିଭିନ୍ନ ଫୋରମରେ ଚାଇନା କମ୍ପାନୀ ସହିତ ବିସିସିଆଇ ଚୁକ୍ତିକୁ ବାତିଲ୍ ହେବା ନେଇ ଦାବି ହେବା ପରେ ମତ ରଖିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି (ଦାଦା)।

ସେ ସ୍ପଷ୍ଟ କରିଛନ୍ତି, ଆଇପିଏଲ ସହିତ ଭିଭୋର ଚୁକ୍ତି ରହିଛି। ଚୁକ୍ତି ଶେଷ ହୋଇନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ବିଜ୍ଞାପନ ବା ପ୍ରାୟୋଜକ ନିୟମର ସମୀକ୍ଷା ହେବ ବୋଲି ଦାଦା କହିଛନ୍ତି। ତେବେ ଏଯାବତ ଭିଭୋର ଟାଇଟଲ୍ ପ୍ରଯୋଜକ ସହିତ ଚୁକ୍ତିନାମାକୁ ରଦ୍ଦ କରିବାରକୁ ନେଇ କୌଣସି ଉଦ୍ଦେଶ୍ୟ ନାହିଁ।

Related story