ରେକର୍ଡ ୧୦୦୦ତମ ଦିନିକିଆ ମ୍ୟାଚ୍‌ ଖେଳୁଛି ଟିମ୍ ଇଣ୍ଡିଆ, ଟସ୍‌ ଜିତି ଫିଲ୍ଡିଂ କରୁଛି

ଅହମ୍ମଦାବାଦ: କ୍ରିକେଟ୍‌ର ଦିନିକିଆ ଫର୍ମାଟ୍‌ରେ ଆଜି ଭାରତ ଖେଳୁଛି ତା’ର ୧୦୦୦ତମ ମ୍ୟାଚ୍‌। ଏହା ସହିତ ରେକର୍ଡ କରିଛି ଟିମ୍ ଇଣ୍ଡିଆ। କ୍ରିକେଟ୍ ଇତିହାସରେ ବିଶ୍ୱର ପ୍ରଥମ ଟିମ୍ ଭାବେ ଏହା ଦିନିକିଆରେ ତା’ର ୧୦୦୦ତମ ମ୍ୟାଚ୍ ଖେଳୁଛି। ଅହମ୍ମଦାବାଦରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ କରୁଛି ୱେଷ୍ଟଇଣ୍ଡିଜ୍। ରୋହିତ ଶର୍ମା ଟିମ୍‌ର ନେତୃତ୍ୱ ନେଉଥିବା ବେଳେ ଏଥିରେ ଡେବ୍ୟୁ କରିଛନ୍ତି ଦୀପକ […]

Toss

Toss

Jitendra Garnayak
  • Published: Sunday, 06 February 2022
  • Updated: 06 February 2022, 01:51 PM IST

ଅହମ୍ମଦାବାଦ: କ୍ରିକେଟ୍‌ର ଦିନିକିଆ ଫର୍ମାଟ୍‌ରେ ଆଜି ଭାରତ ଖେଳୁଛି ତା’ର ୧୦୦୦ତମ ମ୍ୟାଚ୍‌। ଏହା ସହିତ ରେକର୍ଡ କରିଛି ଟିମ୍ ଇଣ୍ଡିଆ। କ୍ରିକେଟ୍ ଇତିହାସରେ ବିଶ୍ୱର ପ୍ରଥମ ଟିମ୍ ଭାବେ ଏହା ଦିନିକିଆରେ ତା’ର ୧୦୦୦ତମ ମ୍ୟାଚ୍ ଖେଳୁଛି।

ଅହମ୍ମଦାବାଦରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ କରୁଛି ୱେଷ୍ଟଇଣ୍ଡିଜ୍। ରୋହିତ ଶର୍ମା ଟିମ୍‌ର ନେତୃତ୍ୱ ନେଉଥିବା ବେଳେ ଏଥିରେ ଡେବ୍ୟୁ କରିଛନ୍ତି ଦୀପକ ହୁଡା।

ଟିମ୍‌ରେ ଅଛନ୍ତି ଈଶାନ କିଷନ, ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟ କୁମାର ଯାଦବ, ୱିଶଂଟନ ସୁନ୍ଦର, ଶର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ଓ ପ୍ରସିଦ୍ଧ କୃଷ୍ଣ।

ମ୍ୟାଚ୍ ପୂର୍ବରୁ ଭାରତରତ୍ନ ଲତାମଙ୍ଗେଶରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ଟିମ୍ ଇଣ୍ଡିଆର ସଦସ୍ୟ। ଏହା ସହିତ ଲତା ଦିଦିଙ୍କୁ ସମ୍ମାନ ଦେବାକୁ ଯାଇ ସେମାନେ ଆଜି ବାହୁରେ କଳାଫିତା ବାନ୍ଧି ଖେଳୁଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରଲୋକ ହୋଇଯାଇଛି।

ଭାରତ ପଛରେ ରହିଛି ଅଷ୍ଟ୍ରେଲିଆ 

ଭାରତ ଆଜି ୧୦୦୦ତମ ଦିନିକିଆ ମ୍ୟାଚ୍ ଖେଳୁଥିବା ବେଳେ ଏହା ପଛକୁ ରହିଛି ଅଷ୍ଟ୍ରେଲିଆ। ଦଳ ୯୫୮ଟି ମ୍ୟାଚ୍ ଖେଳିଥିବା ବେଳେ ପାକିସ୍ତାନ ୯୩୬, ଶ୍ରୀଲଙ୍କା ୮୭୦, ୱେଷ୍ଟଇଣ୍ଡିଜ ୮୩୪, ନ୍ୟୁଜିଲ୍ୟାଣ୍ଡ ୭୭୫, ଇଂଲଣ୍ଡ ୭୬୧, ଦକ୍ଷିଣ ଆଫ୍ରିକା ୬୩୮, ଜିମ୍ବାୱେ ୫୪୧ ଓ ବାଂଲାଦେଶ ୩୮୮ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story