ମ୍ୟାଚ୍ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହେଲେ ରାହୁଲ୍‌

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସ୍ ଟିମର କ୍ୟାପଟେନ୍ ଲୋକେଶ ରାହୁଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାହୁଲ୍ ପେଟରେ ଯନ୍ତ୍ରଣା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଆପେଣ୍ଡିସାଇଟିସ୍ ହୋଇଥିବା ସୂଚନା ମିଳିଛି । ପଞ୍ଜାବ କିଙ୍ଗସ୍ ତା’ର ଟ୍ୱିଟର୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ରାହୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛି । ଏହାସହ ରାହୁଲଙ୍କର ସର୍ଜରୀ ହେବ ବୋଲି ଫ୍ରାଞ୍ଚଇଜି ଜଣାଇଛି । ରବିବାର ପଞ୍ଜାବ କିଙ୍ଗସ୍ ଦିଲ୍ଲୀ କ୍ୟାପିଟାଲ୍ସ […]

rahul

rahul

Ranjit Kumar Jena
  • Published: Sunday, 02 May 2021
  • Updated: 03 May 2021, 03:13 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସ୍ ଟିମର କ୍ୟାପଟେନ୍ ଲୋକେଶ ରାହୁଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାହୁଲ୍ ପେଟରେ ଯନ୍ତ୍ରଣା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଆପେଣ୍ଡିସାଇଟିସ୍ ହୋଇଥିବା ସୂଚନା ମିଳିଛି । ପଞ୍ଜାବ କିଙ୍ଗସ୍ ତା’ର ଟ୍ୱିଟର୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ରାହୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛି । ଏହାସହ ରାହୁଲଙ୍କର ସର୍ଜରୀ ହେବ ବୋଲି ଫ୍ରାଞ୍ଚଇଜି ଜଣାଇଛି । ରବିବାର ପଞ୍ଜାବ କିଙ୍ଗସ୍ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ଖେଳିବ ।

https://twitter.com/PunjabKingsIPL/status/1388821436819771396?s=20

ପଞ୍ଜାବ କିଙ୍ଗସ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଲେଖିଛି, କେଏଲ୍ ରାହୁଲ୍ ଗତ ରାତିରେ ପେଟରେ ଯନ୍ତ୍ରଣା ଅନୁଭୂତ କରିଥିଲେ ଏବଂ ଔଷଧରୁ କୌଣସି ଫାଇଦା ନମିଳିବାରୁ ତାଙ୍କର ପରୀକ୍ଷା ପାଇଁ ଏମରଜେନ୍ସି ୱାର୍ଡକୁ ନିଆଯାଇଥିଲା । ପରୀକ୍ଷାକୁ ଜଣାପଡ଼ିଛି ଯେ ତାଙ୍କୁ ତୀବ୍ର ଆପେଣ୍ଡିସାଇଟିସ୍ ଅଛି । ଏହା ସର୍ଜରୀ ଦ୍ୱାରା ହିଁ ସଫଳ ହୋଇପାରିବ ଏବଂ ସୁରକ୍ଷା କାରଣରୁ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।

ରାହୁଲ ବର୍ତ୍ତମାନ ଆଇପିଏଲ୍‌-୨୦୨୧ରେ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳିଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି । ଏଭଳି ସ୍ଥିତିରେ ତାଙ୍କର ଚୂଡ଼ାନ୍ତ ଏକାଦଶରେ ନରହିବ, ଟିମ୍ ପାଇଁ ବଡ଼ ଝଟକା ହେବ । ଏପରିକି ରାହୁଲଙ୍କ ସ୍ଥାନରେ ଏବେ ଟିମର କ୍ୟାପଟେନ୍ କିଏ ହେବ, ତାହା ମଧ୍ୟ ବଡ଼ ପ୍ରଶ୍ନ । ଟିମରେ କ୍ରିସ୍ ଗେଲଙ୍କ ଭଳି ଅଭିଜ୍ଞ ଖେଳାଳି ଅଛନ୍ତି, କିନ୍ତୁ ପଞ୍ଜାବ ଟିମ୍ କାହାକୁ କ୍ୟାପଟେନ୍ କରୁଛି, ତାହା ଦେଖିବାକୁ ବାକି ରହିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story