କେଏଲ୍‌ ରାହୁଲ ପାସ୍‌, ଜିମ୍ବାୱେ ବିପକ୍ଷ ସିରିଜ୍‌ରେ ନେବେ ନେତୃତ୍ୱ

ନୂଆଦିଲ୍ଲୀ: ଫିଟ୍‌ନେସ୍‌ ଟେଷ୍ଟରେ ପାସ୍ ହେଲେ କେଏଲ ରାହୁଲ। ସେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ରେ ଖେଳିବେ। କେବଳ ଖେଳିବେନି, ସେ ଟିମ୍‌ର ନେତୃତ୍ୱ ମଧ୍ୟ ନେବେ। ଗୁରୁବାର ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ପୂର୍ବରୁ ବିସିସିଆଇ ଶିଖର ଧୱନଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥିଲା। ତେବେ ଆଜି କେଏଲ୍ ରାହୁଲ ଫିଟ୍‌ନେସ୍ ଟେଷ୍ଟରେ ପାସ୍ କରିବା ପରେ ବିସିସିଆଇ ତାଙ୍କୁ ଟିମ୍‌ରେ ସାମିଲ କରିବା ସହ ଅଧିନାୟକ ଦାୟିତ୍ୱ […]

KL-Rahul

KL-Rahul

Jitendra Garnayak
  • Published: Thursday, 11 August 2022
  • Updated: 11 August 2022, 10:07 PM IST

Sports

Latest News

ନୂଆଦିଲ୍ଲୀ: ଫିଟ୍‌ନେସ୍‌ ଟେଷ୍ଟରେ ପାସ୍ ହେଲେ କେଏଲ ରାହୁଲ। ସେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ରେ ଖେଳିବେ। କେବଳ ଖେଳିବେନି, ସେ ଟିମ୍‌ର ନେତୃତ୍ୱ ମଧ୍ୟ ନେବେ। ଗୁରୁବାର ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ପୂର୍ବରୁ ବିସିସିଆଇ ଶିଖର ଧୱନଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥିଲା। ତେବେ ଆଜି କେଏଲ୍ ରାହୁଲ ଫିଟ୍‌ନେସ୍ ଟେଷ୍ଟରେ ପାସ୍ କରିବା ପରେ ବିସିସିଆଇ ତାଙ୍କୁ ଟିମ୍‌ରେ ସାମିଲ କରିବା ସହ ଅଧିନାୟକ ଦାୟିତ୍ୱ ଦେଇଛି। ଶିଖର ଧାୱନଙ୍କୁ ଉପ-ଅଧିନାୟକ କରାଯାଇଛି।

ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, ବିସିସିଆଇ ମେଡିକାଲ ଟିମ୍ କେଏଲ୍ ରାହୁଲଙ୍କ ପରୀକ୍ଷା କରିଥିଲେ ଓ ସେ ଜିମ୍ବାୱେ ବିପକ୍ଷ ଆଗାମୀ ଦିନିକିଆ ସିରିଜ୍ ଖେଳିପାରିବେ ବୋଲି କହିଥିଲେ। ଏହା ପରେ ଚୟନ କମିଟି କେଏଲ୍ ରାହୁଲଙ୍କୁ ଅଧିନାୟକ ଭାବେ ନିଯୁକ୍ତି ଦେଇଥିବା ବେଳେ ଶିଖର ଧାୱନଙ୍କୁ ତାଙ୍କ ଡେପୁଟି କରିଛି।
ସୂଚନାଯୋଗ୍ୟ, ୨୦୨୨ ଆଇପିଏଲ ପରଠୁ କେଏଲ ରାହୁଲ ଆଉ କୌଣସି କ୍ରିକେଟ୍ ଖେଳି ନାହାନ୍ତି। ସେ ଏହି ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ନେତୃତ୍ୱ ନେଇଥିଲେ।

ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ରେ ମୋଟ ୩ଟି ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୨୦ ତାରିଖରେ ହେବାକୁ ଥିବା ବେଳେ ତୃତୀୟ ମ୍ୟାଚ୍ ଅଗଷ୍ଟ ୨୨ ତାରିଖରେ ଖେଳା ଯିବ। ସମସ୍ତ ମ୍ୟାଚ୍ ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳା ଯିବ।

ଭାରତର ୧୫ ଜଣିଆ ଟିମ୍: କେଏଲ୍ ରାହୁଲ (ଅଧିନାୟକ), ଶିଖର ଧୱନ (ଉପ-ଅଧିନାୟକ), ଋତୁରାଜ ଗାଏକ୍ୱାଡ୍‌, ଶୁବମନ ଗିଲ୍‌, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଈଶାନ କିଶନ (ୱିକେଟ୍ କିପର), ସଞ୍ଜୁ ସାମ୍‌ସନ୍‌ (ୱିକେଟ୍ କିପର), ୱାଶିଂଟନ୍‌ ସୁନ୍ଦର, ଶର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ଅକ୍ଷର ପଟେଲ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଦୀପକ ଚହର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story