Advertisment

ରେକର୍ଡ ସୃଷ୍ଟି କଲେ ଏମ୍ ଏସ୍ ଧୋନି

ଓ୍ୱାଙ୍ଖଡେ: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଆଇପିଏଲର ୧୨ତମ ମ୍ୟାଚ୍ ଚାଲିଛି। ଏହି ମ୍ୟାଚ ‘ୟଲୋ ଆର୍ମି’ର କ୍ୟାପଟେନ ଏମ୍ଏସ୍ ଧୋନିଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ରାଜସ୍ଥାନ ବିପକ୍ଷରେ ସେ ଚେନ୍ନାଇ ପକ୍ଷରୁ ମ୍ୟାଚ ଖେଳିବା ମାତ୍ରେ ଇତିହାସ ସୃଷ୍ଟି କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ୨୦୦ଟି ମ୍ୟାଚରେ ଅଧିନାୟକ ଭାବରେ ଏମଏସ ଧୋନି ପଡିଆକୁ ଓହ୍ଲାଇଛନ୍ତି। ଯାହାକି ବିରଳ। କୌଣସି ଖେଳାଳି ଏତେ ସଂଖ୍ୟକ ମ୍ୟାଚରେ କ୍ୟାପଟେନସିପ […]

ରେକର୍ଡ ସୃଷ୍ଟି କଲେ ଏମ୍ ଏସ୍ ଧୋନି

CSK DHONI

Advertisment

ଓ୍ୱାଙ୍ଖଡେ: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଆଇପିଏଲର ୧୨ତମ ମ୍ୟାଚ୍ ଚାଲିଛି। ଏହି ମ୍ୟାଚ ‘ୟଲୋ ଆର୍ମି’ର କ୍ୟାପଟେନ ଏମ୍ଏସ୍ ଧୋନିଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ରାଜସ୍ଥାନ ବିପକ୍ଷରେ ସେ ଚେନ୍ନାଇ ପକ୍ଷରୁ ମ୍ୟାଚ ଖେଳିବା ମାତ୍ରେ ଇତିହାସ ସୃଷ୍ଟି କରିଛି।

Advertisment

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ୨୦୦ଟି ମ୍ୟାଚରେ ଅଧିନାୟକ ଭାବରେ ଏମଏସ ଧୋନି ପଡିଆକୁ ଓହ୍ଲାଇଛନ୍ତି। ଯାହାକି ବିରଳ। କୌଣସି ଖେଳାଳି ଏତେ ସଂଖ୍ୟକ ମ୍ୟାଚରେ କ୍ୟାପଟେନସିପ କରି ନାହାନ୍ତି। ସେ ପ୍ରଥମ ଖେଳାଳି ଭାବରେ ଅଧିନାୟକ ଭାବରେ ୨୦୦ଟି ମ୍ୟାଚ୍ ଖେଳୁଛନ୍ତି। ଏହା ମାହିଙ୍କ ପାଇଁ କିନ୍ତୁ ୨୦୧ ତମ ମ୍ୟାଚ୍। କାରଣ ଚାମ୍ପିଅନ୍ସ ଲିଗ୍ ଟି -୨୦ରେ ଗୋଟିଏ ମ୍ୟାଚରେ ସୁରେଶ ରାଇନାଙ୍କ ଅଧିନାୟକତ୍ୱରେ ସେ ମ୍ୟାଚ୍ ଖେଳିଥିଲେ।

https://twitter.com/IPL/status/1384142421533937669?s=20

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି (ଏମଏସ ଧୋନି) ରାଜସ୍ଥାନ ରୟାଲ୍ସ ବିପକ୍ଷ ଏହି ମ୍ୟାଚରେ ଟସ୍ ହରାଥିଲେ। ହେଲେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ପ୍ରଥମେ ବ୍ୟାଟିଂ କରି ‘ୟଲୋ ଆର୍ମି’କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଆଉ ଚେନ୍ନାଇ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୮୮ ରନ୍ ସଂଗ୍ରହ କରିଛି

Advertisment
IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe