ଖାତା ଖୋଲିପାରିଲେନି ପାକିସ୍ତାନ ଅଧିନାୟକ

ମେଲବର୍ଣ୍ଣ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେଉଛି। ଏଥିରେ ଟସ୍ ଜିତି ଭାରତ ଫିଲ୍ଡିଂ କରୁଛି। ଅନ୍ୟପକ୍ଷରେ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନକୁ ପ୍ରାରମ୍ଭରୁ ଲାଗିଛି ବଡ଼ ଝଟକା। ଆଉଟ୍ ହୋଇଯାଇଛନ୍ତି ଅଧିନାୟକ ବାବର ଆଜମ। ସେ ଖାତା ଖୋଲିପାରି ନାହାନ୍ତି। ଦ୍ୱିତୀୟ ଓଭରର ପ୍ରଥମ ବଲ୍‌ରେ ସେ ଆଉଟ୍ ହୋଇଯାଇଥିଲେ। ଏହି ଓଭରରେ ସେ ଅର୍ଶଦୀପ ସିଂହଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ବାବର ଆଉଟ୍ […]

Babar

Babar

Jitendra Garnayak
  • Published: Sunday, 23 October 2022
  • Updated: 23 October 2022, 02:13 PM IST

Sports

Latest News

ମେଲବର୍ଣ୍ଣ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେଉଛି। ଏଥିରେ ଟସ୍ ଜିତି ଭାରତ ଫିଲ୍ଡିଂ କରୁଛି। ଅନ୍ୟପକ୍ଷରେ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନକୁ ପ୍ରାରମ୍ଭରୁ ଲାଗିଛି ବଡ଼ ଝଟକା। ଆଉଟ୍ ହୋଇଯାଇଛନ୍ତି ଅଧିନାୟକ ବାବର ଆଜମ। ସେ ଖାତା ଖୋଲିପାରି ନାହାନ୍ତି। ଦ୍ୱିତୀୟ ଓଭରର ପ୍ରଥମ ବଲ୍‌ରେ ସେ ଆଉଟ୍ ହୋଇଯାଇଥିଲେ। ଏହି ଓଭରରେ ସେ ଅର୍ଶଦୀପ ସିଂହଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ବାବର ଆଉଟ୍ ହେବା ପରେ ତାଙ୍କ ସହିତ ଓପନିଂ କରିବାକୁ ଆସିଥିବା ୱିକେଟ୍ କିପର ମହମ୍ମଦ ରିଜୱାନ ମଧ୍ୟ ଅଧିକ ସମୟ ତିଷ୍ଠି ନଥିଲେ। ସେ ୧୨ଟି ବଲ୍‌ରୁ ମାତ୍ର ୪ ରନ୍ କରିଥିବା ବେଳେ ଅର୍ଶଦୀପ ସିଂହଙ୍କ ଶିକାର ହୋଇଥିଲେ। ଅର୍ଶଦୀପଙ୍କ ବଲ୍‌ରେ ସେ ଭୁବନେଶ୍ୱର କୁମାରଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ରେ ଭାରତ ପକ୍ଷରୁ ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ମହମ୍ମଦ ସାମି ଖେଳୁଛନ୍ତି।

ସେହିପରି ପାକିସ୍ତାନ ପକ୍ଷରୁ ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ୍ କିପର), ଶାନ୍ ମାସୁଦ, ଇଫ୍‌ତିଖର ଅହମଦ, ଅସିଫ ଅଲି, ହାଇଦର ଅଲି, ଶଦାବ ଖାନ (ଉପଅଧିନାୟକ), ମହମ୍ମଦ ନୱାଜ, ଶହୀନ ଶାହ ଆଫ୍ରିଦି, ନସୀମ ଶାହ ଓ ହରିସ ରୌଫ ଖେଳୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story