ରିଦ୍ଧିମାନ ସାହାଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିବା ପରେ ୱିକେଟ କିପର ରିଦ୍ଧିମାନ ସାହା ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କୁ ସିଧା ସଳଖ ଟାର୍ଗେଟ କରିଥିଲେ। ରାହୁଲ ଦ୍ରାବିଡ ତାଙ୍କୁ ଅବସର ପାଇଁ ଚିନ୍ତା କରିବାକୁ ପରାମର୍ଶ ଦେବା ସହ ତାଙ୍କ ସ୍ଥାନ ଆଉ ଟିମ୍‌ରେ ନ ଥିବା କହିଥିବା ସାହା ଅଭିଯୋଗ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଏସବୁ ଭିତରେ ମୁହଁ ଖୋଲିଛନ୍ତି ରାହୁଲ ଡ୍ରାବିଡ। ରବିବାର ଭାରତ ଟି-୨୦ ସିରିଜ୍‌ କ୍ଲିନ ସୁଇପ […]

Rahul

Rahul

Hemant Lenka
  • Published: Monday, 21 February 2022
  • Updated: 21 February 2022, 03:15 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିବା ପରେ ୱିକେଟ କିପର ରିଦ୍ଧିମାନ ସାହା ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କୁ ସିଧା ସଳଖ ଟାର୍ଗେଟ କରିଥିଲେ। ରାହୁଲ ଦ୍ରାବିଡ ତାଙ୍କୁ ଅବସର ପାଇଁ ଚିନ୍ତା କରିବାକୁ ପରାମର୍ଶ ଦେବା ସହ ତାଙ୍କ ସ୍ଥାନ ଆଉ ଟିମ୍‌ରେ ନ ଥିବା କହିଥିବା ସାହା ଅଭିଯୋଗ କରିବା ପରେ ହଇଚଇ ସୃଷ୍ଟି ହୋଇଛି।

ଏସବୁ ଭିତରେ ମୁହଁ ଖୋଲିଛନ୍ତି ରାହୁଲ ଡ୍ରାବିଡ। ରବିବାର ଭାରତ ଟି-୨୦ ସିରିଜ୍‌ କ୍ଲିନ ସୁଇପ କରିବା ପରେ ରାହୁଲ ଏ ପ୍ରସଙ୍ଗରେ ଜବାବ ରଖିଛନ୍ତି। ରିଦ୍ଧିମାନ ସାହା ପ୍ରକୃତରେ କେଉଁ ସ୍ଥାନରେ ରହିଛନ୍ତି, ସେକଥା ଜଣାଇବାକୁ ରାହୁଲ ଚେଷ୍ଟା କରିଥିଲେ ଓ ଏଥିପାଇଁ ସେ ଆଦୌ ଅନୁତପ୍ତ ନୁହନ୍ତି ବୋଲି ମଧ୍ୟ କହିଛନ୍ତି।

ଡ୍ରାବିଡ କହିଛନ୍ତି, “ମୁଁ ବୟାନରେ ଆଦୌ ମର୍ମାହତ ହୋଇନି। ରିଦ୍ଧିମାନଙ୍କ ପ୍ରତି ମୋର ଗଭୀର ସମ୍ମାନ ରହିଛି। ଭାରତୀୟ କ୍ରିକେଟ ପାଇଁ ତାଙ୍କର ଅବଦାନ ଓ ସେ ହାସଲ କରିଥିବା ସଫଳତାକୁ ମୁଁ ସବୁବେଳେ ସମ୍ମାନ କରେ। ମୁଁ ଚାହୁଁନାହିଁ ଯେ ମୁଁ ତାଙ୍କୁ ଯେଉଁ କଥା କହିଥିଲି, ସେକଥା ସେ ଆଉ କାହାଠାରୁ ଶୁଣନ୍ତୁ।

ସେ ପୂରା ସତ ମୋ ଠାରୁ ହିଁ ଶୁଣନ୍ତୁ ବୋଲି ମୁଁ ଚାହୁଁଥିଲି। ଆମ ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ପୂରା ସମ୍ମାନର ସହ ହୋଇଥିଲା। ସେ ସଚ୍ଚୋଟତା ଓ ସ୍ପଟତାର ସହ ସବୁ କଥା ଜାଣିବାର ହକଦାର। ତାଙ୍କୁ କୌଣସି କଥା ମିଡିଆକୁ ଜାଣିବାକୁ ମିଳୁ ବୋଲି ମୁଁ ଚାହୁଁ ନଥିଲି।

ତେଣୁ ମୁଁ ତାଙ୍କୁ ସବୁ କଥା ପୂର୍ବରୁ କହି ଦେଇଥିଲି। ଋଷଭ ପନ୍ତ ନିଜକୁ ୧ନଂ ୱିକେଟ କିପର ବ୍ୟାଟର ଭାବେ ପ୍ରସ୍ତୁତ କରିଥିବା ମୁଁ ବାର୍ତ୍ତା ପହଞ୍ଚାଇବାକୁ ଚାହୁଁଥିଲି। ଆମେ ଆଉ ଜଣେ ଯୁବ ୱିକେଟ କିପରଙ୍କୁ ମଧ୍ୟ ମ୍ୟାଚ୍ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଥିବା ତାଙ୍କୁ ଜଣାଇବାକୁ ଚେଷ୍ଟା କରିଛୁ। ସବୁ କିଛି ପରେ ମଧ୍ୟ ରିଦ୍ଧିମାନଙ୍କ ପ୍ରତି ଥିବା ମୋର ସମ୍ମାନ କେବେ ହେଲେ ବଦଳିବ ନାହିଁ।”

ରାହୁଲ ଦ୍ରାବିଡ ଆହୁରି କହିଛନ୍ତି, “ମୁଁ ସବୁ କ୍ରିକେଟରଙ୍କ ସହ ନିୟମିତ ଭାବେ ଏପରି କଥା ହୋଇଥାଏ। ମୁଁ ଆଦୌ ବ୍ୟତିଥି ନୁହେଁ। କାରଣ ମୁଁ ଭଲ ଭାବେ ଜାଣିଛି ଯେ ଖେଳାଳିମାନେ ଅନେକ ସମୟରେ ଏପରି କଥାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ଏହା ଅତ୍ୟନ୍ତ କଠିନ ବିଷୟ।

ଦଳର ଚୂଡ଼ାନ୍ତ ଏକଦଶ ଚୟନ କରିବା ପୂର୍ବରୁ ମଧ୍ୟ ଏପରି ଆଲୋଚନା ହୋଇଥାଏ। କେବଳ ମୁଁ ନୁହେଁ, ଅଧିନାୟକ ରୋହିତ ଶର୍ମା ମଧ୍ୟ ଖେଳାଳିଙ୍କ ସହ କଥା ହୋଇ ସେମାନେ ମ୍ୟାଚ୍ ଖେଳୁ ନଥିବା କଥା କୁହନ୍ତି। ଆମେ ଖେଳାଳିଙ୍କ ପ୍ରଶ୍ନର ଜବାବ ଦେବାକୁ ମଧ୍ୟ ପ୍ରସ୍ତୁତ ରହିଥାଉ। ସେମାନେ କାହିଁକି ଖେଳୁ ନାହାନ୍ତି ଓ କାହିଁକି ଅନ୍ୟମାନେ ଖେଳୁଛନ୍ତି, ତା’ର ଉତ୍ତର ମଧ୍ୟ ମିଟିଂରେ ଦିଆଯାଏ।”

ସୂଚନାଯୋଗ୍ୟ, ରିଦ୍ଧିମାନ ସାହା କହିଥିଲେ ଯେ “ମୋତେ ଟିମ୍‌ ମ୍ୟାନେଜମେଣ୍ଟ ମୋ ନାଁ ଉପରେ ଆଉ ବିଚାର କରାଯିବ ନାହିଁ ବୋଲି କହିଥିଲେ। ହେଲେ ଏକଥା ମୁଁ ଟିମରେ ଥିବାରୁ କାହାକୁ କହି ପାରି ନଥିଲେ। ଏପରି କି ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମଧ୍ୟ ମୋତେ ଅବସର ନେବା କଥା ବିଚାର କରିବାକୁ ପରାମର୍ଶ ଦେଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story