ଟି-୨୦ରୁ ବାଦ୍ ପଡ଼ିବା ପରେ ଦିନିକିଆରେ ଧମାକା କଲେ ପାଣ୍ଡ୍ୟା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ଣ୍ଣାମେଣ୍ଟରେ କମାଲ୍ କରିଛନ୍ତି। କୃନାଲ ବିଜୟ ହଜାରେ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ବ୍ୟାଟ୍ ଓ ବଲରେ କମାଲ କରିଛନ୍ତି। ବରୋଦା ପକ୍ଷରୁ ଖେଳୁଥବା କୃନାଲ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ପରେ ଆଜି ଦ୍ୱିତୀୟ ମ୍ୟାଚରେ ଶତକ ମାରିଛନ୍ତି। ସୋମବାର ଖେଳାଯାଇଥିବା ଏଲିଟ୍ ଗ୍ରୁପ୍-ଏ’ର ଏକ ମ୍ୟାଚରେ ବରୋଦା ୬ ୱିକେଟରେ ତ୍ରିପୁରାକୁ […]

krunal

krunal

Ranjit Kumar Jena
  • Published: Monday, 22 February 2021
  • Updated: 23 February 2021, 02:58 PM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ଣ୍ଣାମେଣ୍ଟରେ କମାଲ୍ କରିଛନ୍ତି। କୃନାଲ ବିଜୟ ହଜାରେ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ବ୍ୟାଟ୍ ଓ ବଲରେ କମାଲ କରିଛନ୍ତି। ବରୋଦା ପକ୍ଷରୁ ଖେଳୁଥବା କୃନାଲ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ପରେ ଆଜି ଦ୍ୱିତୀୟ ମ୍ୟାଚରେ ଶତକ ମାରିଛନ୍ତି।

ସୋମବାର ଖେଳାଯାଇଥିବା ଏଲିଟ୍ ଗ୍ରୁପ୍-ଏ’ର ଏକ ମ୍ୟାଚରେ ବରୋଦା ୬ ୱିକେଟରେ ତ୍ରିପୁରାକୁ ପରାସ୍ତ କରିଛି। ତ୍ରିପୁରା ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୨ ରନ୍ କରିଥିଲା। ଦଳ ପକ୍ଷରୁ ଉଦିୟାନ ବୋଷ ୫୬, ବିଶାଲ ଘୋଷ ୫୦, ମଣିଶଙ୍କର ମୁରାସିଂ ୪୨, ବିକ୍ରମକୁମାର ଦାସ ୨୮, ଦିପାୟନ ଦେବବର୍ମା ୨୯ ଓ ରଜତ ଦେ ଅପରାଜିତ ୩୨ ରନ୍ କରିଥିଲେ।

ଜବାବରେ କୃନାଲଙ୍କ ଅପରାଜିତ ଶତକ ବଳରେ ବରୋଦା ୪୯ ଓଭରରେ ୪ ୱିକେଟ୍ ହରାଇ ୩୦୩ ରନ୍ କରି ବିଜୟୀ ହୋଇଛି। କୃନାଲ୍ ମାତ୍ର ୯୭ ବଲରେ ଅପରାଜିତ ୧୨୭ ରନର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୨୦ ଚୌକା ଓ ୧ ଛକା ସାମିଲ ଅଛି। ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁ ସୋଲାଙ୍କି ୯୭ (୧୦୮ ବଲ, ୧୧ ଚୌକା, ୧ଛକା) ଓ କାର୍ତ୍ତିକ କାକାଡ଼େ ଅପରାଜିତ ୨୪ ରନ୍ କରିଥିଲେ।

ଏହି ଶତକୀୟ ଇନିଂସ୍ କୃନାଲଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ଟିମ୍ ଚୟନରେ ସହାୟକ କରିବ। ଟି-୨୦ ସିରିଜ୍ ପରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳାଯିବ। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଚଳିତ ଖୁବଶୀଘ୍ର ଟିମ୍ ଚୟନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story