ୱାର୍ନରଙ୍କୁ ହୋଟେଲ୍‌ରୁ ବାହାର କରିବାକୁ ଅଡ଼ି ବସିଲେ ସାଥୀ ଖେଳାଳି: ହ୍ୱାଟ୍ସଆପ୍‌ ଗ୍ରୁପ୍‌ରୁ ମଧ୍ୟ କଲେ ବିଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲ୍‌ ଟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଏବେ ସଙ୍କଟରେ। ଦିନକୁ ଦିନ ନୂଆ ନୂଆ ବିବାଦରେ ଛନ୍ଦି ହୋଇପଡ଼ୁଛନ୍ତି  ଅଷ୍ଟ୍ରେଲିଆ ଖେଳାଳି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା କେପ୍‌ଟାଉନ୍‌ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆ କ୍ରିକେଟର୍‌ କାମରେନ୍‌ ବାନ୍‌କ୍ରଫ୍ଟ ବଲ୍‌ ଟାମ୍ପରିଂ କରିଥିବା ଘଟଣା ସମ୍ନାକୁ ଆସିଥିଲା। ଘଟଣାର ଖୁଲାସା ହେବା ପରେ ଅଧିନାୟକ ସ୍ମିଥ, ଉପଧିନାୟକ ୱାର୍ନର ଓ ଓପନର୍‌ ବାନ୍‌କ୍ରଫ୍ଟ ବଲ୍‌ ଟାମ୍ପରିଂ କଥା ସ୍ୱୀକାର କରିଥିଲେ। ଏହାପରେ ଉଭୟ ସ୍ମିଥ […]

1520468853468

1520468853468

Ordigital Desk
  • Published: Tuesday, 27 March 2018
  • Updated: 27 March 2018, 08:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲ୍‌ ଟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଏବେ ସଙ୍କଟରେ। ଦିନକୁ ଦିନ ନୂଆ ନୂଆ ବିବାଦରେ ଛନ୍ଦି ହୋଇପଡ଼ୁଛନ୍ତି  ଅଷ୍ଟ୍ରେଲିଆ ଖେଳାଳି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା କେପ୍‌ଟାଉନ୍‌ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆ କ୍ରିକେଟର୍‌ କାମରେନ୍‌ ବାନ୍‌କ୍ରଫ୍ଟ ବଲ୍‌ ଟାମ୍ପରିଂ କରିଥିବା ଘଟଣା ସମ୍ନାକୁ ଆସିଥିଲା। ଘଟଣାର ଖୁଲାସା ହେବା ପରେ ଅଧିନାୟକ ସ୍ମିଥ, ଉପଧିନାୟକ ୱାର୍ନର ଓ ଓପନର୍‌ ବାନ୍‌କ୍ରଫ୍ଟ ବଲ୍‌ ଟାମ୍ପରିଂ କଥା ସ୍ୱୀକାର କରିଥିଲେ। ଏହାପରେ ଉଭୟ ସ୍ମିଥ ଓ ୱାର୍ନର ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହି ମାମଲାରେ ସ୍ମିଥଙ୍କୁ ଜୋରିମାନ ସହ ଗୋଟିଏ ମ୍ୟାଚ୍‌ ବାସନ୍ଦ କରାଯାଇଥିବା ବେଳେ ୱାର୍ନରଙ୍କୁ ଦୋଷୀ ମାନିନଥିଲା ଆଇସିସି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ସ୍ମିଥ ଓ ୱାର୍ନରଙ୍କୁ ଖୁବଶୀଘ୍ର ଗୋଟିଏ ବର୍ଷ ପାଇଁ ବାସନ୍ଦ କରିପାରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ।

ଅଷ୍ଟ୍ରେଲିଆ କ୍ରିକେଟ୍‌ର ଏଭଳି ସଙ୍କଟ ସମୟରେ ଷ୍ଟାର୍‌ କ୍ରିକେଟର୍‌ ୱାର୍ନର ଆଉ ଏକ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ବଲ୍‌ ଟାମ୍ପରିଂ ଘଟଣା ଥମିନଥିବା ବେଳେ ୱାର୍ନର କ୍ୟାପଟାଉନ୍‌ରେ ରହୁଥିବା ହୋଟେଲ୍‌ରେ ନିଜ ସାଙ୍ଗମାନଙ୍କ ସହ ପାର୍ଟି କରୁଥିବା ନଜରକୁ ଆସିଥିଲେ। ଅଷ୍ଟ୍ରେଲିଆ ଖେଳାଳି ରହୁଥିବା ହୋଟଲ୍‌ରେ ନିଜ ସାଙ୍ଗମାନଙ୍କ ସହ ୱାର୍ନର ଏଭଳି ପାର୍ଟିରେ ମଜିଯାଇଥିଲେ ଯାହା ବାକି ଖେଳାଳିଙ୍କୁ ଅସୁବିଧାର ସମ୍ମୁଖିନ  ହେବାକୁ ପଡ଼ିଥିଲା। ଏହାକୁ ନେଇ ସାଥୀ ଖେଳାଳି ୱାର୍ନରଙ୍କୁ ହୋଟେଲ୍‌ରୁ ବାହାର କରିଦେବା ପାଇଁ କହିଥିଲେ। ଏକ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ରିପୋର୍ଟ ଅନୁସାରେ ୱାର୍ନରଙ୍କୁ ସାଥୀ ଖେଳାଳି ଏଭଳି ସ୍ଥିତିରେ ହୋଟେଲ୍‌ରେ ପାର୍ଟି ନ କରିବାକୁ ପରାମର୍ଶ ଦେଇଥିବା ବେଳେ ସେ ମାନିନଥିଲେ। ଫଳରେ ସାଥୀ ଖେଳାଳି ତାଙ୍କୁ ହୋଟେଲ୍‌ରୁ ବାହାର କରିବାକୁ ଦାବି କରିବା ସହ ୱାର୍ନରଙ୍କ ହ୍ୱାଟ୍ସଆପ୍‌ ନମ୍ବରକୁ ମଧ୍ୟ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ ଗ୍ରୁପ୍‌ରୁ ବାହାର କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story