ଫିପା ବିଶ୍ୱକପ୍ ଫାଇନାଲ ଲଢ଼େଇ, ଆଜି ଆର୍ଜେଣ୍ଟିନାକୁ ଭେଟିବ ଫ୍ରାନ୍ସ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ର ଆଜି ହେଉଛି ଫାଇନାଲ ମୁକାବିଲା। ରାତି ସାଢ଼େ ୮ଟାରେ କତାରର ଲୁସାଇଲ ଆଇକନିକ ଷ୍ଟାଡିୟମରେ ଅନୁଷ୍ଟିତ ହେବ ଫାଇନାଲ ମ୍ୟାଚ। ଫୁଟବଲ ରାଙ୍କିରେ ୪ ନମ୍ବରରେ ଥିବା ଫ୍ରାନ୍ସ ତିନି ନମ୍ବରରେ ଥିବା ଆର୍ଜେଣ୍ଟିନାକୁ ଭେଟିବ। ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ଉଭୟ ଦୁଇଟି ଲେଖାଏଁ ବିଶ୍ୱକପ ଜିତିଥିବା ବେଳେ ଦୁଇ ଦଳ ତୃତିୟ ଟାଇଟଲ ହାତେଇବା ଲକ୍ଷ୍ୟରେ ଲଢ଼େଇ କରିବେ। ଏହି ମ୍ୟାଚ୍‌ରେ ମେସି ଓ ଏମ୍‌ବାପେ ମୁଖ୍ୟ ଆକର୍ଷଣରେ ରହିବେ। ଉଭୟ […]

FIFA World Cup Final

FIFA World Cup Final

Madhupriya Mistry
  • Published: Sunday, 18 December 2022
  • Updated: 18 December 2022, 08:31 AM IST

Sports

Latest News

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ର ଆଜି ହେଉଛି ଫାଇନାଲ ମୁକାବିଲା। ରାତି ସାଢ଼େ ୮ଟାରେ କତାରର ଲୁସାଇଲ ଆଇକନିକ ଷ୍ଟାଡିୟମରେ ଅନୁଷ୍ଟିତ ହେବ ଫାଇନାଲ ମ୍ୟାଚ। ଫୁଟବଲ ରାଙ୍କିରେ ୪ ନମ୍ବରରେ ଥିବା ଫ୍ରାନ୍ସ ତିନି ନମ୍ବରରେ ଥିବା ଆର୍ଜେଣ୍ଟିନାକୁ ଭେଟିବ। ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ଉଭୟ ଦୁଇଟି ଲେଖାଏଁ ବିଶ୍ୱକପ ଜିତିଥିବା ବେଳେ ଦୁଇ ଦଳ ତୃତିୟ ଟାଇଟଲ ହାତେଇବା ଲକ୍ଷ୍ୟରେ ଲଢ଼େଇ କରିବେ।

ଏହି ମ୍ୟାଚ୍‌ରେ ମେସି ଓ ଏମ୍‌ବାପେ ମୁଖ୍ୟ ଆକର୍ଷଣରେ ରହିବେ। ଉଭୟ ୫ଟି ଲେଖାଏଁ ଗୋଲ୍ ଦେଇ ଗୋଲ୍‌ଡେନ୍ ବୁଟ୍ ଦୌଡ଼ରେ ଏକାସାଙ୍ଗରେ ଆଗକୁ ବଢ଼ିଛନ୍ତି। ତେବେ ଆର୍ଜେଣ୍ଟିନାର ଲିଓନେଲ ମେସି ଏହି ଫାଇନାଲ ମ୍ୟାଚ ପରେ ଅବସର ନେବେ ବୋଲି ଘୋଷଣା କରିସାରିଛନ୍ତି। ଏହା ତାଙ୍କର ଶେଷ ବିଶ୍ୱକପ ହୋଇଥିବାରୁ ଆର୍ଜେଣ୍ଟିନା ଜିତିବାକୁ ଚେଷ୍ଟା କରିବ।

ସେହିପରି ଗତ ଥରର ଚାମ୍ପିୟନ ଫ୍ରାନ୍ସ ଏଥର ପୁଣି ବାଜିମାତ କରିବାକୁ ରଣନୀତି ପ୍ରସ୍ତୁତି କରିଛି । ଲିଗ ମ୍ୟାଚରୁ ଦୁଇଟି ଦଳ ଗୋଟିଏ ଲେଖାଏଁ ମ୍ୟାଚ ହାରି ଫାଇନାଲକୁ ଆସିଛନ୍ତି। ଆର୍ଜେଣ୍ଟିନାକୁ ସାଉଦି ଆରବ ୨-୧ ଗୋଲ୍‌ରେ ଏବଂ ଫ୍ରାନ୍ସକୁ ଟ୍ୟୁନିସିଆ ୧-୦ ଗୋଲ୍‌ରେ ହରାଇଥିଲା।

ଏହାବାଦ୍ ଆର୍ଜେଣ୍ଟିନା ଚଳିତ ବିଶ୍ୱକପ୍‌ରେ ମେକ୍ସିକୋ, ପୋଲାଣ୍ଡ ସହିତ ଗ୍ରୁପ୍ ପର୍ଯ୍ୟାୟ, ପ୍ରିକ୍ୱାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆ, କ୍ୱାର୍ଟର ଫାଇନାଲ୍‌ରେ ନେଦରଲାଣ୍ଡ ଓ ସେମି ଫାଇନାଲ୍‌ରେ କ୍ରୋଏସିଆକୁ ହରାଇ ଫାଇନାଲ୍‌ରେ ପହଞ୍ଚିଛି।

ସେହିପରି ଫ୍ରାନ୍ସ ମଧ୍ୟ ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ, ଡେନମାର୍କ, ପ୍ରିକ୍ୱାର୍ଟର ଫାଇନାଲ୍‌ରେ ପୋଲାଣ୍ଡ, କ୍ୱାର୍ଟର ର ଫାଇନାଲ୍‌ରେ ଇଂଲଣ୍ଡ ଓ ସେମି ଫାଇନାଲ୍‌ରେ ମରକ୍କୋକୁ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛି।

ପୂର୍ବରୁ ଏହି ଦୁଇ ଦଳ ମଧ୍ୟରେ ଆନ୍ତର୍ଜାତିକ ସ୍ତରରେ ୧୨ ଥର ମୁକାବିଲା ହୋଇଥିବା ବେଳେ ଆର୍ଜେଣ୍ଟିନା ୬ ଥର ଏବଂ ଫ୍ରାନ୍ସ ୩ ଥର ବିଜୟୀ ହୋଇଛି। ଫିଫା ବିଶ୍ୱକପରେ ଉଭୟ ଦଳ ୩ ଥର ମୁହାଁମୁହିଁ ହୋଇଥିବା ବେଳେ ଆର୍ଜେଣ୍ଟିନା ଦୁଇ ଥର ଜିତିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story