ଗ୍ଲୋବାଲ୍ ଟି-୨୦ ଲିଗରେ ମ୍ୟାଚ୍ ଫିକ୍ସିଂ!

ଟରଣ୍ଟୋ: କ୍ୟାନାଡାରେ ଚାଲିଥିବା ଗ୍ଲୋବାଲ୍ ଟି-୨୦ ଲିଗରେ ମ୍ୟାଚର କଳା ବାଦଲ ଘେରିଛି। ଏହି ଖୁଲାସା ପାକିସ୍ତାନ କ୍ରିକେଟର ଉମର୍ ଅକମଲ୍ କରିଛନ୍ତି। ଅକମଲ୍ କହିଛନ୍ତି ଯେ ତାଙ୍କୁ ମ୍ୟାଚ୍ ଫିକ୍ସିଂ କରିବା ପାଇଁ ଯୋଗାଯୋଗ କରାଯାଇଥିଲା। ଏହା ସୂଚନା ଉମର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ମଧ୍ୟ ଦେଇଛନ୍ତି। ଉମରଙ୍କୁ ଯେଉଁ ଦୁଇ ବ୍ୟକ୍ତି ଯୋଗାଯୋଗ କରିଥିଲେ, ସେଥିରେ ଜଣଙ୍କର ନାଁ ମନସୁର ଅଖତର ଥିବା କୁହାଯାଉଛି। ମନସୁର୍ ପାକିସ୍ତାନର ପୂର୍ବତନ କ୍ରିକେଟର୍, ଯିଏ ୧୯୮୦ରୁ […]

akmal

akmal

Ranjit Kumar Jena
  • Published: Wednesday, 07 August 2019
  • Updated: 07 August 2019, 10:22 PM IST

Sports

Latest News

ଟରଣ୍ଟୋ: କ୍ୟାନାଡାରେ ଚାଲିଥିବା ଗ୍ଲୋବାଲ୍ ଟି-୨୦ ଲିଗରେ ମ୍ୟାଚର କଳା ବାଦଲ ଘେରିଛି। ଏହି ଖୁଲାସା ପାକିସ୍ତାନ କ୍ରିକେଟର ଉମର୍ ଅକମଲ୍ କରିଛନ୍ତି। ଅକମଲ୍ କହିଛନ୍ତି ଯେ ତାଙ୍କୁ ମ୍ୟାଚ୍ ଫିକ୍ସିଂ କରିବା ପାଇଁ ଯୋଗାଯୋଗ କରାଯାଇଥିଲା। ଏହା ସୂଚନା ଉମର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ମଧ୍ୟ ଦେଇଛନ୍ତି।

ଉମରଙ୍କୁ ଯେଉଁ ଦୁଇ ବ୍ୟକ୍ତି ଯୋଗାଯୋଗ କରିଥିଲେ, ସେଥିରେ ଜଣଙ୍କର ନାଁ ମନସୁର ଅଖତର ଥିବା କୁହାଯାଉଛି। ମନସୁର୍ ପାକିସ୍ତାନର ପୂର୍ବତନ କ୍ରିକେଟର୍, ଯିଏ ୧୯୮୦ରୁ ୧୯୯୦ ମଧ୍ୟରେ ୧୯ ଟେଷ୍ଟ ଏବଂ ୪୧ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହାବ୍ୟତୀତ ଆଉ ଜଣେ ବୁକିଙ୍କ ନାଁ କ୍ରିଷ୍ଣା କୁହାଯାଉଛି, ଯିଏ ଜଣେ ଭାରତୀୟ। ଗ୍ଲୋବାଲ୍ ଟି-୨୦ର ଆଣ୍ଟି କରପସନ୍ ୟୁନିଟର ଅଧିକାରୀ ସବୁ ଟିମକୁ ମନସୁର୍ ଏବଂ କ୍ରିଷ୍ଣାଙ୍କଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ଟୁର୍ଣ୍ଣାମେଣ୍ଟ ଉମର୍ ଅକମଲ୍ ୱିନିପେଗ୍ ହକ୍ସ ପକ୍ଷରୁ ଖେଳୁଛନ୍ତି। ଅନ୍ୟପକ୍ଷରେ ମନସୁର୍ ମଧ୍ୟ ଏହି ଟିମ୍ ସହ ରହିଛନ୍ତି। ତେବେ ଫିକ୍ସିଂ ଅଭିଯୋଗ ପରେ ମନସୁର୍ ଏବେ ଗାଏବ ଅଛନ୍ତି। ମନସୁର୍ ମଧ୍ୟ ଉମରଙ୍କ ସହ ସାକ୍ଷାତ କରିଥିବା ନିଜେ କହିଛନ୍ତି। କିନ୍ତୁ ସେ ମନସୁର୍ ଫିକ୍ସିଂ ଅଭିଯୋଗକୁ ଖାରଜ କରିଛନ୍ତି। ବିଗତ କିଛି ବର୍ଷ ହେବ ପାକିସ୍ତାନର ଅନେକ ଯୁବ ଖେଳାଳି ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ପାକିସ୍ତାନ ସୁପର୍ ଲିଗ୍ ବେଳେ ନାସିର୍ ଜାମଶେଦ୍, ଶାର୍ଜିଲ୍ ଖାନ୍, ଖାଲିଦ୍ ଲତିଫଙ୍କ ଭଳି ଯୁବ କ୍ରିକେଟର୍ ସ୍ପଟ୍ ଫିକ୍ସିଂ ମାମଲାରେ ଫସିଛନ୍ତି। ଅନ୍ୟପକ୍ଷରେ ପେସ୍ ବୋଲର ମହମ୍ମଦ ଇରଫାନ୍ ଓ ଅଲରାଉଣ୍ଡର ମହମ୍ମଦ ନୱାଜ୍ ମଧ୍ୟ ଫିକ୍ସିଂରେ ଦୋଷୀ ହୋଇଥିଲେ। ଏବେ ଗ୍ଲୋବାଲ୍ ଟି-୨୦ ଲିଗରେ ମଧ୍ୟ ଜଣେ ପୂର୍ବତନ ପାକିସ୍ତାନୀ କ୍ରିକେଟର ନାଁ ଫିକ୍ସିଂରେ ସାମିଲ୍ ଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story