'ଗାଙ୍ଗୁଲି ଆଇସିସିର ଅଧ୍ୟକ୍ଷ ହେବା ଦରକାର’

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶ ଏବେ ଲକଡାଉନ୍ ରହିଛି। ଏହାର ପ୍ରଭାବ କ୍ରିକେଟ ଉପରେ ମଧ୍ୟ ପଡ଼ିଛି। ପୁଣି ପଡ଼ିଆରେ କିଭଳି ଚୌକା, ଛକ୍କା ଆରମ୍ଭ ହେବ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ମଧ୍ୟ ଦେଖାଦେଇଥିବା ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦେଉଛି। ନିୟମିତ ଭାବରେ ବୈଠକ ମଧ୍ୟ କରୁଛି। ଏହାରି ଭିତରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର କ୍ରିକେଟ ବୋର୍ଡ ଭାରତୀୟ ଟିମକୁ ଆହ୍ୱାନ କରିଛନ୍ତି, ତାଙ୍କ ଦେଶକୁ […]

SOURAV GANGULY

SOURAV GANGULY

Subhransu Sekhar
  • Published: Thursday, 21 May 2020
  • Updated: 21 May 2020, 10:54 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶ ଏବେ ଲକଡାଉନ୍ ରହିଛି। ଏହାର ପ୍ରଭାବ କ୍ରିକେଟ ଉପରେ ମଧ୍ୟ ପଡ଼ିଛି। ପୁଣି ପଡ଼ିଆରେ କିଭଳି ଚୌକା, ଛକ୍କା ଆରମ୍ଭ ହେବ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ମଧ୍ୟ ଦେଖାଦେଇଥିବା ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦେଉଛି। ନିୟମିତ ଭାବରେ ବୈଠକ ମଧ୍ୟ କରୁଛି।

ଏହାରି ଭିତରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର କ୍ରିକେଟ ବୋର୍ଡ ଭାରତୀୟ ଟିମକୁ ଆହ୍ୱାନ କରିଛନ୍ତି, ତାଙ୍କ ଦେଶକୁ ଆସିବା ପାଇଁ। ଏହାଦ୍ୱାରା ଆର୍ଥିକ ସମସ୍ୟାର ସମାଧାନ ହେବ ବୋଲି ସେମାନେ ଆକଳନ କରିଛନ୍ତି। କ୍ରିକେଟ୍ ସାଉଥ ଆଫ୍ରିକା (ସିଏସଏ)ର ନିର୍ଦ୍ଦେଶକ ଗ୍ରାଏମ ସ୍ମିଥ୍ କହିଛନ୍ତି, ଏଭଳି ସମୟରେ ସୌରଭ ଗାଙ୍ଗୁଲି ଏବେ ଆଇସିସିର ଅଧ୍ୟକ୍ଷ ହେବା ଦରକାର। ସିଏସଏର ସିଇଓ ଜ୍ୟାକ ଫୋଲ୍ କହିଥିଲେ ଭାରତ ଯଦି ଆଇସିସିର ନେତୃତ୍ୱ ନେବ ତା’ହେଲେ କୌଣସି ଆପତ୍ତି ନାହିଁ। ଜ୍ୟାକଙ୍କ ଏଭଳି ମତ ପରେ ସ୍ମିଥ୍ ଗାଙ୍ଗୁଲିଙ୍କୁ ନେଇ ଏଭଳି କହିଛନ୍ତି।

ସେ ଆହୁରି କହିଛନ୍ତି, ଗାଙ୍ଗୁଲି କ୍ରିକେଟକୁ ଭଲ ଭାବରେ ଜାଣିଥିବା ବ୍ୟକ୍ତି। ଆଇସିସିର ଅଧ୍ୟକ୍ଷ ଭାବରେ ସେ ଦାୟିତ୍ୱ ହେଲେ ଭଲ ହେବ। ଏହାଦ୍ୱାରା କ୍ରିକେଟକୁ ଅଧିକ ଲାଭ ମିଳିବ। ଗାଙ୍ଗୁଲି ଜଣେ ଅଭିଜ୍ଞ ଖେଳାଳି ଥିଲେ। ତାଙ୍କୁ ଅନେକ ସମ୍ମାନ ଦିଅନ୍ତି। ତେଣୁ ସେ ଆଇସିସିର ନେତୃତ୍ୱ ନେଲେ ଭଲ ହେବ ବୋଲି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡର ନିର୍ଦ୍ଦେଶକ ସ୍ମିଥ୍ କହିଛନ୍ତି।

କହି ରଖୁଛୁ ଏବେ ଆଇସିସିର ଅଧ୍ୟକ୍ଷ ରହିଛନ୍ତି ଶଶାଙ୍କ ମନୋହର। ଚଳିତ ମାସ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। କରୋନା ପାଇଁ ସାରା ବିଶ୍ୱ କହିବାକୁ ଗଲେ ଲକଡାଉନ୍ ରହିଛି। ତେଣୁ ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ମନୋହରଙ୍କ କାର୍ଯ୍ୟକାଳ ଦୁଇ ମାସ ପାଇଁ ବଢ଼ାଇ ଦିଆଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story