ହାଲେ ଫାଇନାଲରେ ଫେଡେରର

ହାଲେ (ଜର୍ମାନୀ): ହାଲେ ଫାଇନାଲରେ ପହଞ୍ଚି ଯାଇଛନ୍ତି ରୋଜର ଫେଡେରର୍। ଶନିବାର ସେମି ଫାଇନାଲରେ କ୍ରୋଆସିଆନ ଇଭୋ କାର୍ଲଭିକଙ୍କୁ ୭-୬ (୭/୩), ୭-୬ (୭/୪)ରେ ହରାଇ ସେ ଫାଇନାଲରେ ପହଞ୍ଚିଛନ୍ତି। ଏହା ସହିତ ସେ ୧୦ମ ଥର ପାଇଁ ହାଲେ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଛନ୍ତି। ଆଉ ୭ ଥର ସେ ଏହି ଟାଇଟଲ ଜିତିଛନ୍ତି। ଏହି ଚାମ୍ପିଅନସିପର ଦ୍ୱିତୀୟ ସେମି ଫାଇନାଲ ଜାପାନର କେଇ ନିଶିକୋରି ଏବଂ ଇଟାଲୀର ଆଣ୍ଡ୍ରିସ୍ ସେପ୍ପିଙ୍କ ମଧ୍ୟରେ ଖେଳାଯିବ। ଏ ଦୁହିଁଙ୍କ […]

federerR

federerR

Rakesh Mallick
  • Published: Saturday, 20 June 2015
  • Updated: 20 June 2015, 03:19 PM IST

Sports

Latest News

ହାଲେ (ଜର୍ମାନୀ): ହାଲେ ଫାଇନାଲରେ ପହଞ୍ଚି ଯାଇଛନ୍ତି ରୋଜର ଫେଡେରର୍। ଶନିବାର ସେମି ଫାଇନାଲରେ କ୍ରୋଆସିଆନ ଇଭୋ କାର୍ଲଭିକଙ୍କୁ ୭-୬ (୭/୩), ୭-୬ (୭/୪)ରେ ହରାଇ ସେ ଫାଇନାଲରେ ପହଞ୍ଚିଛନ୍ତି। ଏହା ସହିତ ସେ ୧୦ମ ଥର ପାଇଁ ହାଲେ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଛନ୍ତି। ଆଉ ୭ ଥର ସେ ଏହି ଟାଇଟଲ ଜିତିଛନ୍ତି।

ଏହି ଚାମ୍ପିଅନସିପର ଦ୍ୱିତୀୟ ସେମି ଫାଇନାଲ ଜାପାନର କେଇ ନିଶିକୋରି ଏବଂ ଇଟାଲୀର ଆଣ୍ଡ୍ରିସ୍ ସେପ୍ପିଙ୍କ ମଧ୍ୟରେ ଖେଳାଯିବ। ଏ ଦୁହିଁଙ୍କ ମଧ୍ୟରୁ ଯିଏ ଜିତିବ ସେ ଫାଇନାଲରେ ଫେଡେରରଙ୍କୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos