ହାଲେ ଫାଇନାଲରେ ଫେଡେରର

ହାଲେ (ଜର୍ମାନୀ): ହାଲେ ଫାଇନାଲରେ ପହଞ୍ଚି ଯାଇଛନ୍ତି ରୋଜର ଫେଡେରର୍। ଶନିବାର ସେମି ଫାଇନାଲରେ କ୍ରୋଆସିଆନ ଇଭୋ କାର୍ଲଭିକଙ୍କୁ ୭-୬ (୭/୩), ୭-୬ (୭/୪)ରେ ହରାଇ ସେ ଫାଇନାଲରେ ପହଞ୍ଚିଛନ୍ତି। ଏହା ସହିତ ସେ ୧୦ମ ଥର ପାଇଁ ହାଲେ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଛନ୍ତି। ଆଉ ୭ ଥର ସେ ଏହି ଟାଇଟଲ ଜିତିଛନ୍ତି। ଏହି ଚାମ୍ପିଅନସିପର ଦ୍ୱିତୀୟ ସେମି ଫାଇନାଲ ଜାପାନର କେଇ ନିଶିକୋରି ଏବଂ ଇଟାଲୀର ଆଣ୍ଡ୍ରିସ୍ ସେପ୍ପିଙ୍କ ମଧ୍ୟରେ ଖେଳାଯିବ। ଏ ଦୁହିଁଙ୍କ […]

federerR

federerR

Rakesh Mallick
  • Published: Saturday, 20 June 2015
  • Updated: 20 June 2015, 03:19 PM IST

Sports

Latest News

ହାଲେ (ଜର୍ମାନୀ): ହାଲେ ଫାଇନାଲରେ ପହଞ୍ଚି ଯାଇଛନ୍ତି ରୋଜର ଫେଡେରର୍। ଶନିବାର ସେମି ଫାଇନାଲରେ କ୍ରୋଆସିଆନ ଇଭୋ କାର୍ଲଭିକଙ୍କୁ ୭-୬ (୭/୩), ୭-୬ (୭/୪)ରେ ହରାଇ ସେ ଫାଇନାଲରେ ପହଞ୍ଚିଛନ୍ତି। ଏହା ସହିତ ସେ ୧୦ମ ଥର ପାଇଁ ହାଲେ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଛନ୍ତି। ଆଉ ୭ ଥର ସେ ଏହି ଟାଇଟଲ ଜିତିଛନ୍ତି।

ଏହି ଚାମ୍ପିଅନସିପର ଦ୍ୱିତୀୟ ସେମି ଫାଇନାଲ ଜାପାନର କେଇ ନିଶିକୋରି ଏବଂ ଇଟାଲୀର ଆଣ୍ଡ୍ରିସ୍ ସେପ୍ପିଙ୍କ ମଧ୍ୟରେ ଖେଳାଯିବ। ଏ ଦୁହିଁଙ୍କ ମଧ୍ୟରୁ ଯିଏ ଜିତିବ ସେ ଫାଇନାଲରେ ଫେଡେରରଙ୍କୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story