ହ୍ୟାଣ୍ଡବଲ୍‌ ପ୍ରତିଯୋଗିତାରେ ରାଜସ୍ତାନ ବିଜୟୀ

ଜେସଲମେର: ଜେସଲମେରରେ ଆରମ୍ଭ ହୋଇଥିବା ୩୩ ତମ ଜାତୀୟ ସବ୍‌ ଜୁନିୟର ବାଳିକା ବର୍ଗ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତାରେ କର୍ଣ୍ଣାଟକକୁ ୩୧-୬ରେ ରାଜସ୍ତାନ ପରାସ୍ତ କରିଛି। ବିଜୟୀ ରାଜସ୍ତାନ ଟିମ୍‌ ତରଫରୁ ଖୁସବୁ ସର୍ବାଧିକ ୯ଟି ଗୋଲ ଦେଇଛନ୍ତି। ସେହିପରି କବିତା ୬, ସିଫା ୫ ଓ ଗୁଡ୍ଡୁ ୩ଟି ଗୋଲ ଦେଇଥିଲେ। କର୍ଣ୍ଣାଟକ ତରଫରୁ ଦୀପ୍ତି ୨ଟି ଗୋଲ ଦେଇଥିଲେ। ଏହି ପ୍ରତିଯୋଗିତାରେ ୨୩ ରାଜ୍ୟରୁ ୫୦୦ ଖେଳାଳି ଭାଗ ନେଇଛନ୍ତି।

handball

Rakesh Mallick
  • Published: Friday, 02 September 2016
  • , Updated: 02 September 2016, 09:23 PM IST

ଜେସଲମେର: ଜେସଲମେରରେ ଆରମ୍ଭ ହୋଇଥିବା ୩୩ ତମ ଜାତୀୟ ସବ୍‌ ଜୁନିୟର ବାଳିକା ବର୍ଗ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତାରେ କର୍ଣ୍ଣାଟକକୁ ୩୧-୬ରେ ରାଜସ୍ତାନ ପରାସ୍ତ କରିଛି। ବିଜୟୀ ରାଜସ୍ତାନ ଟିମ୍‌ ତରଫରୁ ଖୁସବୁ ସର୍ବାଧିକ ୯ଟି ଗୋଲ ଦେଇଛନ୍ତି। ସେହିପରି କବିତା ୬, ସିଫା ୫ ଓ ଗୁଡ୍ଡୁ ୩ଟି ଗୋଲ ଦେଇଥିଲେ।

କର୍ଣ୍ଣାଟକ ତରଫରୁ ଦୀପ୍ତି ୨ଟି ଗୋଲ ଦେଇଥିଲେ।

ଏହି ପ୍ରତିଯୋଗିତାରେ ୨୩ ରାଜ୍ୟରୁ ୫୦୦ ଖେଳାଳି ଭାଗ ନେଇଛନ୍ତି।

Related story