ତୃତୀୟ ଅମ୍ପାୟରଙ୍କୁ ଦୁର୍ବ୍ୟବହାର କରି ହେଜେଲଉଡ ୧୫% ମ୍ୟାଚ୍‌ ଫି ହରାଇଲେ

ଦୁବାଇ: ତୃତୀୟ ଅମ୍ପାୟରଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ଯୋଗୁଁ  ଅଷ୍ଟ୍ରେଲିଆର ଦ୍ରୁତ ବୋଲର ହେଜେଲହୁଡ୍‌ଙ୍କର ୧୫ ପ୍ରତିଶତ ମ୍ୟାଚ ଫି କାଟି ଦେଇଛି ଆଇସିସି। ମଙ୍ଗଳବାର କ୍ରିଏଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଥିବା ବେଳେ ସେ ଆଇସିସିର କୋଡ୍ ଅଫ୍ କଣ୍ଡକ୍ଟର ଲେଭେଲ-୧ ଭାଙ୍ଗିବାରୁ ଏହି ଦଣ୍ଡରେ ଦଣ୍ଡିତ କରଯାଇଛି। ଏହି ଖେଳାଳି ଜଣଙ୍କ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଆଇସିସିର କୋଡ୍ ଅଫ୍ କଣ୍ଡକ୍ଟ ଧାରା ୨.୧.୫କୁ ଭଙ୍ଗ […]

josh-hazlewood

Rakesh Mallick
  • Published: Tuesday, 23 February 2016
  • , Updated: 24 February 2016, 04:19 AM IST

ଦୁବାଇ: ତୃତୀୟ ଅମ୍ପାୟରଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ଯୋଗୁଁ  ଅଷ୍ଟ୍ରେଲିଆର ଦ୍ରୁତ ବୋଲର ହେଜେଲହୁଡ୍‌ଙ୍କର ୧୫ ପ୍ରତିଶତ ମ୍ୟାଚ ଫି କାଟି ଦେଇଛି ଆଇସିସି। ମଙ୍ଗଳବାର କ୍ରିଏଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଥିବା ବେଳେ ସେ ଆଇସିସିର କୋଡ୍ ଅଫ୍ କଣ୍ଡକ୍ଟର ଲେଭେଲ-୧ ଭାଙ୍ଗିବାରୁ ଏହି ଦଣ୍ଡରେ ଦଣ୍ଡିତ କରଯାଇଛି। ଏହି ଖେଳାଳି ଜଣଙ୍କ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଆଇସିସିର କୋଡ୍ ଅଫ୍ କଣ୍ଡକ୍ଟ ଧାରା ୨.୧.୫କୁ ଭଙ୍ଗ କରିଥିବା ଜଣାପଡ଼ିଛି।

Related story