ଅଷ୍ଟ୍ରେଲିଆ ଗଲା ବିରାଟ ବାହିନୀ

ନୂଆଦିଲ୍ଲୀ:  ନଭେମ୍ବର ୨୧ରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ। ଏଥିପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଛି ଭାରତୀୟ କ୍ରିକେଟ୍ ଟିମ୍। ଏହି ଗସ୍ତକାଳରେ  ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଗସ୍ତ ପୂର୍ବରୁ ଅଧିନାୟକ ବିରାଟ କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, “ଭାରତ ପାଖରେ ସିରିଜ ଜିତିବାର ସୁଯୋଗ ରହିଛି। ଏଥିପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି।” ଘରୋଇ ଅଷ୍ଟ୍ରେଲିଆ ନିଜ ମାଟିରେ ବେଶ୍ ଶକ୍ତିଶାଳୀ […]

kohil

kohil

Rakesh Mallick
  • Published: Friday, 16 November 2018
  • Updated: 16 November 2018, 10:38 AM IST

Sports

Latest News

ନୂଆଦିଲ୍ଲୀ:  ନଭେମ୍ବର ୨୧ରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ। ଏଥିପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଛି ଭାରତୀୟ କ୍ରିକେଟ୍ ଟିମ୍। ଏହି ଗସ୍ତକାଳରେ  ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ।

ଗସ୍ତ ପୂର୍ବରୁ ଅଧିନାୟକ ବିରାଟ କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, “ଭାରତ ପାଖରେ ସିରିଜ ଜିତିବାର ସୁଯୋଗ ରହିଛି। ଏଥିପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି।”

ଘରୋଇ ଅଷ୍ଟ୍ରେଲିଆ ନିଜ ମାଟିରେ ବେଶ୍ ଶକ୍ତିଶାଳୀ ଲାଗୁଥିଲେ ବି ଏଥର ବିନା ସ୍ମିଥ୍ ଓ ୱାର୍ଣ୍ଣରରେ ପଡ଼ିଆକୁ ଓହ୍ଲାଇବ। ୨୦୧୭ରେ ଟିମ୍ ଇଣ୍ଡିଆ ୨-୧ରେ ଅଷ୍ଟ୍ରେଲିଆକୁ ହରାଇ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିଛି।

ଟି-ଟ୍ୱଣ୍ଟି ସିରିଜ୍‌

ନଭେମ୍ବର ୨୧, ୨୩ ଓ ୨୫ ତାରିଖରେ ଟି-ଟ୍ୱଣ୍ଟି ମ୍ୟାଚ୍‌ ହେବ। ୨୧ରେ ବ୍ରିସ୍‌ବୋନ୍‌, ୨୩ରେ ମେଲବୋର୍ଣ୍ଣ ଓ ୨୫ରେ ସିଡନୀରେ ମ୍ୟାଚ୍‌ ଖେଳାଯିବ।

ଟେଷ୍ଟ ସିରିଜ୍‌

ଉଭୟ ଦେଶ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଡିସେମ୍ବର ୬ରୁ ୧୦ ମଧ୍ୟରେ ପ୍ରଥମ ଟେଷ୍ଟ ଆଡିଲେଡ୍‌ରେ ଖେଳାଯିବ। ସେହିପରି ଦ୍ୱିତୀୟ ଟେଷ୍ଟ ପର୍ଥରେ ଡିସେମ୍ବର ୧୪ରୁ ୧୮,  ତୃତୀୟ ଟେଷ୍ଟ ମେଲବୋର୍ଣ୍ଣରେ ଡିସେମ୍ବର ୨୬ରୁ ୩୦ ଓ ଚତୁର୍ଥ ଟେଷ୍ଟ ସିଡନୀରେ ଜାନୁଆରୀ ୩ରୁ ୭ ମଧ୍ୟରେ ଖେଳାଯିବ।

ଦିନିକିଆ ସିରିଜ୍‌

ଜାନୁଆରୀ ୧୨, ୧୫ ଓ ୧୮ ତାରିଖରେ ଉଭୟ ଟିମ୍‌ ମଧ୍ୟରେ ଦିନିକିଆ ମ୍ୟାଚ୍‌ ହେବ। ୧୨ ତାରିଖରେ ସିଡନୀରେ ପ୍ରଥମ ଦିନିକିଆ ହେବାକୁ ଥିବାବେଳେ ଆଡିଲେଡ ୧୫ ଓ ମେଲବୋର୍ଣ୍ଣରେ ୧୮ ତାରିଖରେ ଦ୍ୱିତୀୟ ଏବଂ ତୃତୀୟ ଦିନିକିଆ ଖେଳାଯିବ।

ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲିଆ ଚିଡ଼ାଇଲେ ଆମେ ବି ଛାଡ଼ିବୁନି, କହିଲେ ବିରାଟ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story