ଭାରତ-ଅଷ୍ଟ୍ରେଲିଆ ସିରିଜର ଖେଳସୂଚୀ ଘୋଷଣା

ମେଲବୋର୍ଣ୍ଣ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ, ଟି-ଟ୍ୱେଣ୍ଟି ଏବଂ ଟେଷ୍ଟ ସିରିଜ ଖେଳ ସୂଚୀ ପ୍ରକାଶ ପାଇଛି। ଦୁଇ ଦଳ ମଧ୍ୟରେ ତିନୋଟି ଦିନିକିଆ, ତିନୋଟି ଟି-ଟ୍ୱେଣ୍ଟି ଏବଂ ଚାରି ଟେଷ୍ଟ ସିରିଜ୍ ଖେଳାଯିବ। ଯେଉଁଥିରେ ପ୍ରଥମ ଦିନିକିଆ ୨୭ ନଭେମ୍ବରରେ, ଦ୍ୱିତୀୟଟି ୨୯ ନଭେମ୍ବରରେ ଏବଂ ତୃତୀୟ ଦିନିକିଆ ୨ ଡିସେମ୍ବରରେ ଖେଳାଯିବ। ପ୍ରଥମ ଓ ଦ୍ୱିତୀୟ ଦିନିକିଆ ମ୍ୟାଚ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ ଏବଂ ତୃତୀୟ ଦିନିକିଆ କାନବେରାରରେ […]

INDIA VS AUSTRALIA

INDIA VS AUSTRALIA

Subhransu Sekhar
  • Published: Wednesday, 28 October 2020
  • Updated: 29 October 2020, 01:39 PM IST

ମେଲବୋର୍ଣ୍ଣ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ, ଟି-ଟ୍ୱେଣ୍ଟି ଏବଂ ଟେଷ୍ଟ ସିରିଜ ଖେଳ ସୂଚୀ ପ୍ରକାଶ ପାଇଛି। ଦୁଇ ଦଳ ମଧ୍ୟରେ ତିନୋଟି ଦିନିକିଆ, ତିନୋଟି ଟି-ଟ୍ୱେଣ୍ଟି ଏବଂ ଚାରି ଟେଷ୍ଟ ସିରିଜ୍ ଖେଳାଯିବ। ଯେଉଁଥିରେ ପ୍ରଥମ ଦିନିକିଆ ୨୭ ନଭେମ୍ବରରେ, ଦ୍ୱିତୀୟଟି ୨୯ ନଭେମ୍ବରରେ ଏବଂ ତୃତୀୟ ଦିନିକିଆ ୨ ଡିସେମ୍ବରରେ ଖେଳାଯିବ।

ପ୍ରଥମ ଓ ଦ୍ୱିତୀୟ ଦିନିକିଆ ମ୍ୟାଚ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ ଏବଂ ତୃତୀୟ ଦିନିକିଆ କାନବେରାରରେ ଥିବା ମନୁକା ଓଭାଲରେ ଖେଳାଯିବ। ଏହି ତିନୋଟି ଯାକ ମ୍ୟାଚ ଦିବାରାତ୍ର ରହିଛି।

https://twitter.com/CricketAus/status/1321230555808026625

ଦିନିକିଆ ସିରିଜ୍ ପରେ ଦୁଇ ଦଳ ମଧ୍ୟରେ ତିନୋଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଡିସେମ୍ବର ୪ ଶୁକ୍ରବାର ଦିନ ଖେଳାଯିବ। ଏହି ମ୍ୟାଚ କାନବେରାର ମନୁକା ଓଭାଲ ପିଚରେ ଖେଳାଯିବ। ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଡିସେମ୍ବର ୬ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ, ତୃତୀୟ ଟି-ଟ୍ୱେଣ୍ଟି ଡିସେମ୍ବର ୮ରେ ସମାନ ଗ୍ରାଉଣ୍ଡରେ ଖେଳାଯିବ। ଏହି ତିନୋଟି ଯାକ ଟି-ଟ୍ୱେଣ୍ଟି ମ୍ୟାଚ ରାତିରେ ଖେଳାଯିବ।

ସେହିପରି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳା ଯିବ। ପ୍ରଥମ ଟେଷ୍ଟ ୧୭ ରୁ ୨୧ ଡିସେମ୍ବର ମଧ୍ୟରେ ଖେଳାଯିବ। ଆଡିଲେଡ୍ ଓଭାଲରେ ଥିବା ପିଚରେ ଖେଳାଯିବ। ଏହି ମ୍ୟାଚ ଦିବାରାତ୍ର ରହିଛି। ଦ୍ୱିତୀୟ ଟେଷ୍ଟ ସିରିଜ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ୨୬ ଡିସେମ୍ବରରୁ ୩୦ ଡିସେମ୍ବର ମଧ୍ୟରେ ଖେଳାଯିବ। ତୃତୀୟ ଟେଷ୍ଟ ସିରିଜ୍ ୭ ଜାନୁଆରୀରୁ ୧୧ ରହିଛି। ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ଅନ୍ତିମ ମ୍ୟାଚ ଜାନୁଆରୀ ୧୫ ରୁ ୧୯ ମଧ୍ୟରେ ବ୍ରିସବେନରେ ଥିବା ଗବା କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ।

ପଢନ୍ତୁ: ରୋହିତଙ୍କୁ ବାଦ୍ ଦେବା ନେଇ ରାଗିଗଲେ ଗାଭାସ୍କର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story