ଏସିଆନ୍‌ ଗେମ୍ସ: ମହିଳା କବାଡ଼ିରେ ଜାପାନକୁ ହରାଇଲା ଭାରତ

ଜାକର୍ତା: ଏସିଆନ୍‌ ଗେମ୍ସ ୨୦୧୮ରେ ଭାରତୀୟ ମହିଳା କବାଡ଼ି ଦଳ ଷ୍ଟାଇଲ୍‌ରେ ନିଜ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଜାପାନ ବିରୋଧରେ ଖେଳା ଯାଇଥିବା ମ୍ୟାଚ୍‌କୁ ଦଳ ୩୧ ପଏଣ୍ଟ ବ୍ୟବଧାନରେ ଜିତି ନେଇଛି। ପୂରା ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ଭାରତ ଜାପାନକୁ ୪୩-୧୨ରେ ପରାସ୍ତ କରିଛି।

kabaddi

kabaddi

Rakesh Mallick
  • Published: Sunday, 19 August 2018
  • Updated: 19 August 2018, 09:40 AM IST

Sports

Latest News

ଜାକର୍ତା: ଏସିଆନ୍‌ ଗେମ୍ସ ୨୦୧୮ରେ ଭାରତୀୟ ମହିଳା କବାଡ଼ି ଦଳ ଷ୍ଟାଇଲ୍‌ରେ ନିଜ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଜାପାନ ବିରୋଧରେ ଖେଳା ଯାଇଥିବା ମ୍ୟାଚ୍‌କୁ ଦଳ ୩୧ ପଏଣ୍ଟ ବ୍ୟବଧାନରେ ଜିତି ନେଇଛି।
ପୂରା ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ଭାରତ ଜାପାନକୁ ୪୩-୧୨ରେ ପରାସ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos