ଜଣ୍ଟି ରୋଡ୍ସ ସ୍ୱିଡେନ୍ କ୍ରିକେଟ୍ ଦଳର ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଚିତା ବାଘ ଭଳି ପଡ଼ିଆରେ ଲମ୍ଫ ମାରି ବଲ୍ କାବୁ କରିବାରେ ମାହିର୍ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଷ୍ଟାର୍ କ୍ରିକେଟର୍ ଜଣ୍ଟି ରୋଡସଙ୍କୁ ଏବେ ନୂଆ ଦାୟିତ୍ୱ ମିଳିଛି। ନିଜ ଦେଶରେ କ୍ରିକେଟ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜାତୀୟ ଦଳକୁ ତାଲିମ୍ ହେବା ପାଇଁ ସ୍ୱିଡେନ୍ ଏହି ମହାନ୍ ଫିଲଡରଙ୍କୁ ମୁଖ୍ୟ କୋଚ୍ ନିଯୁକ୍ତ କରିଛି। ଏବେ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଫିଲ୍ଡିଂ କୋଚ୍ ଦାୟିତ୍ୱ ତୁଲାଉଥିବା ଏକାବନ ବର୍ଷୀୟ ଜଣ୍ଟି ଆଇପିଏଲ ସରିବା […]

jonty

jonty

Jitendra Garnayak
  • Published: Friday, 11 September 2020
  • Updated: 11 September 2020, 02:24 PM IST

Sports

Latest News

ନୂଆଦିଲ୍ଲୀ: ଚିତା ବାଘ ଭଳି ପଡ଼ିଆରେ ଲମ୍ଫ ମାରି ବଲ୍ କାବୁ କରିବାରେ ମାହିର୍ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଷ୍ଟାର୍ କ୍ରିକେଟର୍ ଜଣ୍ଟି ରୋଡସଙ୍କୁ ଏବେ ନୂଆ ଦାୟିତ୍ୱ ମିଳିଛି। ନିଜ ଦେଶରେ କ୍ରିକେଟ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜାତୀୟ ଦଳକୁ ତାଲିମ୍ ହେବା ପାଇଁ ସ୍ୱିଡେନ୍ ଏହି ମହାନ୍ ଫିଲଡରଙ୍କୁ ମୁଖ୍ୟ କୋଚ୍ ନିଯୁକ୍ତ କରିଛି।

ଏବେ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଫିଲ୍ଡିଂ କୋଚ୍ ଦାୟିତ୍ୱ ତୁଲାଉଥିବା ଏକାବନ ବର୍ଷୀୟ ଜଣ୍ଟି ଆଇପିଏଲ ସରିବା ପରେ ସ୍ୱିଡେନ୍ ଜାତୀୟ ଦଳରେ ଯୋଗ ଦେବେ।

ସ୍ୱିଡିଶ୍ କ୍ରିକେଟ୍ ଫେଡେରସନର କହିବା ଅନୁଯାୟୀ, ଜଣ୍ଟିଙ୍କ ଯୋଗଦାନ କେବଳ ଜାତୀୟ ଟିମ ପାଇଁ ଲାଭଦାୟକ ହେବ ନାହିଁ ବରଂ ଦେଶରେ ତୃଣମୂଳସ୍ତରରୁ କ୍ରିକେଟକୁ ବିକଶିତ କରିବାରେ ସହାୟ ହେବ।

ନୂଆ ଦାୟିତ୍ୱ ମିଳିବା ପରେ ଜଣ୍ଟି ରୋଡସ କହିଛନ୍ତି ଏହା ତାଙ୍କ ପାଇଁ ଏକ ବଡ଼ ଆହ୍ୱାନ। ତେବେ ଏହି ଗୁରୁଦାୟିତ୍ୱକୁ ସଫଳତାର ସହ ତୁଲାଇବା ପାଇଁ ସେ ନିଜର ସମସ୍ତ ଶକ୍ତି ଓ କ୍ରିକେଟ୍ କୌଶଳକୁ ବିନିଯୋଗ କରିବେ।

ସୂଚନାଯୋଗ୍ୟ, ସ୍ୱିଡେନରେ ଏବେ କ୍ରିକେଟ୍ ଦ୍ୱିତୀୟ ପସନ୍ଦର ଖେଳ ଭାବେ ସ୍ଥାନ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story