ରୋମାଞ୍ଚକର ସ୍ଥିତିରେ ଦ୍ୱିତୀୟ ଟେଷ୍ଟ: ଭାରତ ପାଇଁ ଶେଷ ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେଞ୍ଚୁରିଆନରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ପଛୁଆ ରହିବା ଭାରତ ପାଇଁ ମହଙ୍ଗା ହେବ। ଚତୁର୍ଥ ଦିବସ ତଥା ଦ୍ୱିତୀୟ ପାଳିରେ ଆଜି ୯୦ ରନରୁ ଖେଳ ଆରମ୍ଭ କରିବ ଘରୋଇ ଦଳ। ଏବି ଡି ଭିଲର୍ସ ୫୦ ଓ ଓପନର ଡିନ ଏଲଗାର ୩୬ ରନ୍ ସଂଗ୍ରହ କରି ଅପରାଜିତ ରହିଛନ୍ତି। ପ୍ରଥମ ଇଂନିସରେ ଆଫ୍ରିକା ଦଳକୁ ୩୩୫ ରନରେ ସୀମିତ ରଖିଥିଲେ ମଧ୍ୟ ଟିମ ଇଣ୍ଡିଆ ଏହାର ଲାଭ ଉଠାଇ […]

Indias-captain-Virat-Kohli-R-congratulates-teammate3

Ordigital Desk
  • Published: Tuesday, 16 January 2018
  • Updated: 16 January 2018, 12:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେଞ୍ଚୁରିଆନରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ପଛୁଆ ରହିବା ଭାରତ ପାଇଁ ମହଙ୍ଗା ହେବ। ଚତୁର୍ଥ ଦିବସ ତଥା ଦ୍ୱିତୀୟ ପାଳିରେ ଆଜି ୯୦ ରନରୁ ଖେଳ ଆରମ୍ଭ କରିବ ଘରୋଇ ଦଳ। ଏବି ଡି ଭିଲର୍ସ ୫୦ ଓ ଓପନର ଡିନ ଏଲଗାର ୩୬ ରନ୍ ସଂଗ୍ରହ କରି ଅପରାଜିତ ରହିଛନ୍ତି। ପ୍ରଥମ ଇଂନିସରେ ଆଫ୍ରିକା ଦଳକୁ ୩୩୫ ରନରେ ସୀମିତ ରଖିଥିଲେ ମଧ୍ୟ ଟିମ ଇଣ୍ଡିଆ ଏହାର ଲାଭ ଉଠାଇ ପାରିନଥିଲା। କୋହଲିଙ୍କ ୧୫୩ ରନର ଲଢୁଆ ଶତକୀୟ ପାଳି ଖେଳିବା ପରେ ବି ଭାରତ ୩୦୭ ରନରେ ଅଲଆଉଟ ହୋଇଥିଲା। ଫଳରେ ଭାରତ ଦକ୍ଷିଣ ଆଫ୍ରିକା ଠାରୁ ୨୮ ରନ ପଛରେ ପଡ଼ିଥିଲା।

ଦ୍ୱିତୀୟ ପାଳି ଆରମ୍ଭ କରି ଘରୋଇ ଦଳ ପ୍ରାରମ୍ଭିକ ଝଟକା ସତ୍ତ୍ୱେ ବି ସ୍ଥିତି ସମ୍ଭାଳିବାରେ ସକ୍ଷମ ହୋଇଥିଲା। ଏଡେନ ମାର୍କରମ ୧ ଓ  ହାସିମ ଆମଲା ୧ ରନ କରି ଯଶପ୍ରୀତ ବୁମରାଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇ ପ୍ୟାଭିଲିଅନ ଫେରିଥିଲେ। ପରେ ଡି ଭିଲର୍ସ ଓ ଏଲଗାର ପଡ଼ଇାକୁ ଓହ୍ଲାଇ ପାରି ସମ୍ଭାଳିଥିଲେ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨୯ ଓଭରରେ ଦୁଇ ୱିକେଟ ହରାଇ ୯୦ ରନ ସଂଗ୍ରହ କରିଛି। ହାତରେ ୮ ୱିକେଟ ରଖି ଘରୋଇ ଦଳ ୧୧୮ରନରେ ଅଗ୍ରଣୀ ହାସଲ କରିଥିଲା।

ଯଦି ଦ୍ୱିତୀୟ ଇଂନିସରେ ଦକ୍ଷିଣ ଆଫ୍ରିକା ୨୫୦ରନରୁ ଉର୍ଦ୍ଧ ରନ କରିଦେଉଛି ତେବେ ଭାରତ ଆଗରେ ପାଖା ପାଖି ୨୮୦ ରନର ବଜୟ ଲକ୍ଷ୍ୟ ରହିବା। ଯାହା ୫ମ ଦିନରେ  ଭାରତ ପାଇଁ ହାସଲ କରିବା କଷ୍ଟକର ହେବ। ସେଥିପାଇଁ ଦକ୍ଷିଣ ଆଫ୍ରିକାକୁ ୨୦୦ ରନ ଭିତରେ ଅଲଆଉଟ୍‌ କରିବାକୁ ଭାରତ ଚାହିଁବ। ୨୦୦ ରନ ଭିତରେ ଦକ୍ଷିଣ ଆଫ୍ରିକା ଆଉଟ୍‌ ହେଲେ ଭାରତ ପାଇଁ ଏହି ମ୍ୟାଚକୁ ଜିତିବାକୁ ସୁଯୋଗ ମିଳିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story