ମନକି ବାତରେ ଭାରତୀୟ ପୁରୁଷ ଓ ମହିଳା ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଓ ମହିଳା ଖେଳାଳିମାନେ ଭାରତକୁ ଗୌରବାନ୍ୱିତ କରିଛନ୍ତି ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ଆଜି ମନ୍‌କି ବାତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି,“ଚଳିବ ବର୍ଷ ଆମ ପାଇଁ ଭଲ ରହିଥିଲା। ନିକଟରେ ଭାରତ କ୍ରିକେଟ୍‌ ଟିମ୍‌ ଇଂଲଣ୍ଡ ମ୍ୟାଚକୁ ୪-୦ରେ ଜିତିଥିବା ବେଳେ ୧୫ ବର୍ଷ ପରେ ଜୁନିଅର ହକି ଟିମ୍‌ ଚାମ୍ପିଅନ୍‌ ହୋଇଛି। ସେଥିପାଇଁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।”

india_sports-min

Rakesh Mallick
  • Published: Sunday, 25 December 2016
  • , Updated: 25 December 2016, 11:04 PM IST

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଓ ମହିଳା ଖେଳାଳିମାନେ ଭାରତକୁ ଗୌରବାନ୍ୱିତ କରିଛନ୍ତି ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ଆଜି ମନ୍‌କି ବାତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ସେ କହିଛନ୍ତି,“ଚଳିବ ବର୍ଷ ଆମ ପାଇଁ ଭଲ ରହିଥିଲା। ନିକଟରେ ଭାରତ କ୍ରିକେଟ୍‌ ଟିମ୍‌ ଇଂଲଣ୍ଡ ମ୍ୟାଚକୁ ୪-୦ରେ ଜିତିଥିବା ବେଳେ ୧୫ ବର୍ଷ ପରେ ଜୁନିଅର ହକି ଟିମ୍‌ ଚାମ୍ପିଅନ୍‌ ହୋଇଛି। ସେଥିପାଇଁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।”

Related story