ରାଉରକେଲାରେ ହକି ଫିବର: ସାଉଥ୍‌ ୱେଲସ୍‌କୁ ହରାଇ ଓଡ଼ିଶା ବିଜୟୀ

ରାଉରକେଲା(ପଓ୍ଵନ ତିଓ୍ଵାରୀ):ଆଜି ରାଉରକେଲା ସେକ୍ଟର ୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଓଡିଶା ଏକାଦଶ ବନାମ ନିଓ ସାଉଥ୍‌ ସାଉଥ୍‌ ୱେଲସ୍‌ ଏକାଦଶ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍‌।ଯାହାକୁ ପେନାଲିଟି ସୁଟ୍‌ରେ ଜିଣି ନେଇଛି ଓଡିଶା ଦଳ। ଏହି ହାଇ ଭୋଲଟେଜ୍‌ ମ୍ୟାଚ୍‌କୁ ଦେଖିବାକୁ ପ୍ରାୟ ୨୫ ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା। ଏକ ଅନ୍ତର୍ଜାତୀୟସ୍ଥରର ମ୍ୟାଚକୁ ଦେଖିବା ପାଇଁ କେହି ବି ମିସ କରି ନ ଥିଲେ। ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ […]

hockey

hockey

Tapas Behera
  • Published: Sunday, 04 November 2018
  • Updated: 04 November 2018, 09:09 PM IST

Sports

Latest News

ରାଉରକେଲା(ପଓ୍ଵନ ତିଓ୍ଵାରୀ):ଆଜି ରାଉରକେଲା ସେକ୍ଟର ୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଓଡିଶା ଏକାଦଶ ବନାମ ନିଓ ସାଉଥ୍‌ ସାଉଥ୍‌ ୱେଲସ୍‌ ଏକାଦଶ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍‌।ଯାହାକୁ ପେନାଲିଟି ସୁଟ୍‌ରେ ଜିଣି ନେଇଛି ଓଡିଶା ଦଳ। ଏହି ହାଇ ଭୋଲଟେଜ୍‌ ମ୍ୟାଚ୍‌କୁ ଦେଖିବାକୁ ପ୍ରାୟ ୨୫ ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା। ଏକ ଅନ୍ତର୍ଜାତୀୟସ୍ଥରର ମ୍ୟାଚକୁ ଦେଖିବା ପାଇଁ କେହି ବି ମିସ କରି ନ ଥିଲେ।

ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ରବିବାର ଅପରାହ୍ନ ସାଢ଼େ ତିନିଟା ସମୟରୁ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ମ୍ୟାଚ୍‌କୁ ଉଦଘାଟନ୍ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ହକିକୁ ନେଇ ସରକାର ଯେଉଁସବୁ ପଦକ୍ଷେପ ନେଇଛନ୍ତି ସେ ବିଷୟରେ କହିଥିଲେ । ତା’ ସହିତ ସୁନ୍ଦରଗଡ ଜିଲ୍ଳାର ପ୍ରତି ବ୍ଳକରେ ଏକ ମିନି ହକି ଷ୍ଟାଡିୟମ ତିଆରି ପାଇଁ ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜେ ପଡ଼ିଆକୁ ଯାଇ ହକି ଷ୍ଟିକ୍‌ ଧରି ଗୋଲ ମାରିଥିଲେ। ଆଉ ଗୋଲ କିପର ଥିଲେ ହକି ମାସ୍କଟ୍‌ ଓଲି ।

ଏହି ଦୃଶ୍ୟ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ସୃଷ୍ଟି ହୋଇ ଥିଲା। ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଉଦିତନଗର ପଡ଼ିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ୍ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ଉଭୟ ବିଜେପି ଓ କଂଗ୍ରେସ୍‌ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କାରଣ ଯେଉଁ ପ୍ରକଳ୍ପ ଗୁଡିକ ପୂରା ହୋଇ ନାହିଁ  ସେଗୁଡ଼ିକୁ ପୁନର୍ବାର ଉଦ୍‌ଘାଟନ୍‌ କରାଯାଇଥିବାରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story