ହକିର ଏନ୍ତୁଡ଼ିଶାଳରେ କାଲି ଅନ୍ତର୍ଜାତୀୟ ଟିମ୍‌ ସହ ମ୍ୟାଚ୍‌: ଉଠୁଛି ପଡ଼ୁଛି ସୁନ୍ଦରଗଡ଼

ରାଉରକେଲା(ପଓ୍ଵନ ତିଓ୍ଵାରୀ) ଏବେ ପୂରା ରାଉରକେଲା ସହରରେ ହକି ଫିଭର। ଗତ କିଛି ଦିନ ହେବ ହକି ମ୍ୟାଚ୍‌ ପାଇଁ ପ୍ରସ୍ତୁତିକୁ ନେଇ ଯେତେ ଜୋରଦାର ହୋଇଛି ତା’ଠୁ ଅଧିକ ଏକ ଅନ୍ତର୍ଜାତୀୟ ଟିମ୍‌ ସହ ମ୍ୟାଚ୍‌ ଦେଖିବା ପାଇଁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦୁଇଗୁଣା ହୋଇଛି। କାରଣ ଆସନ୍ତାକାଲି ରାଉରକେଲା ସେକ୍ଟର ୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଏହି ହାଇଭୋଲେଟଜ୍‌ ମ୍ୟାଚ୍‌ ଖେଳାଯିବ। ସାଓଥ୍‌ ୱେଲେସ୍‌ ବନାମ ଓଡିଶା ଟିମ୍‌ ମଧ୍ୟରେ […]

h-99

h-99

Tapas Behera
  • Published: Saturday, 03 November 2018
  • Updated: 04 November 2018, 07:27 AM IST

Sports

Latest News

ରାଉରକେଲା(ପଓ୍ଵନ ତିଓ୍ଵାରୀ) ଏବେ ପୂରା ରାଉରକେଲା ସହରରେ ହକି ଫିଭର। ଗତ କିଛି ଦିନ ହେବ ହକି ମ୍ୟାଚ୍‌ ପାଇଁ ପ୍ରସ୍ତୁତିକୁ ନେଇ ଯେତେ ଜୋରଦାର ହୋଇଛି ତା’ଠୁ ଅଧିକ ଏକ ଅନ୍ତର୍ଜାତୀୟ ଟିମ୍‌ ସହ ମ୍ୟାଚ୍‌ ଦେଖିବା ପାଇଁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦୁଇଗୁଣା ହୋଇଛି। କାରଣ ଆସନ୍ତାକାଲି ରାଉରକେଲା ସେକ୍ଟର ୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଏହି ହାଇଭୋଲେଟଜ୍‌ ମ୍ୟାଚ୍‌ ଖେଳାଯିବ। ସାଓଥ୍‌ ୱେଲେସ୍‌ ବନାମ ଓଡିଶା ଟିମ୍‌ ମଧ୍ୟରେ ଏହି ମ୍ୟାଚ୍‌ ହେବ। ଯଦିଓ ଏହା ଏକ ପ୍ରଦର୍ଶନୀ ମ୍ୟାଚ୍‌ ତଥାପି ଓଡ଼ିଶାର ହକିର ଏନ୍ତୁଡ଼ିଶାଳରେ ଅନ୍ତର୍ଜାତୀୟ ଛାଞ୍ଚ ରହୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଗର୍ବର ବିଷୟ ପାଲଟିଛି।

ଯାହାକୁ ଦେଖିବା ପାଇଁ ସହର ତଥା ଜିଲ୍ଳା ଏବଂ ଜିଲ୍ଳା ବାହାରୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିବ। ଏମିତି ଦେଖିବାକୁ ଗଲେ ସୁନ୍ଦରଗଡ଼ ଜିଲ୍ଳା ହେଉଛି ସମଗ୍ର ଭାରତ ବର୍ଷରେ ହକି ପାଇଁ ପ୍ରସିଦ୍ଧ । ଏହି ଜିଲ୍ଳା ଭାରତୀୟ ଦଳକୁ ୬୦ରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ଦେଇଛି। ଯେଉଁମାନେ କେବଳ ଓଡିଶା ନୁହେଁ ସମଗ୍ର ବିଶ୍ୱରେ ଓଡ଼ିଶାର ନାମକୁ ପରିଚିତ କରାଇପାରିଛନ୍ତି। ଏବେ ମଧ୍ୟ ଭାରତୀୟ ହକି ଦଳରେ ୪ ଜଣ ଓଡ଼ିଆ ଖେଳାଳି ଅଛନ୍ତି।

ତେବେ ଆସନ୍ତାକାଲିର ମ୍ୟାଚ୍‌ ପାଇଁ ହକି ଷ୍ଟାଡିୟମ ବି ପୂରା ପ୍ରସ୍ତୁତ୍‌। ଏକ ସୁନ୍ଦର ସାଧବ ବହୁ ଭଳି ସମଗ୍ର ପଡ଼ିଆକୁ ସଜା ଯାଇଛି । ସବୁଜ କାର୍ପେଟ ସତେ ଯେମିତି ଆଖିକୁ ଝଲସେଇ ଦେଉଛି । ରଙ୍ଗିନ୍‌ ହୋଇ ଉଠିଛି ଷ୍ଟାଡିୟମ୍‌ ବାଉଣ୍ଡେରିରେ ଥିବା ତାର ଜାଲିକୁ ମଧ୍ୟ କଲର କରାଯାଇଛି ।

ଶନିବାର ଓଡ଼ିଶା ଦଳ ପ୍ରଥମେ ପଡ଼ିଆରେ ଅଭ୍ୟାସ୍‌ କରି ହୋଟେଲକୁ ଫେରିଥିଲା। ତା’ପରେ ପଡ଼ିଆକୁ ଆସିଥିଲେ ସାଓଥ୍‌ ୱେଲେସ ଟିମ୍‌ । ସାଓଥ୍‌ ୱେଲେସ୍‌ ଟିମ ମଧ୍ୟ ଗୋଟିଏ ଘଣ୍ଟାରୁ ଅଧିକ ସମୟ ଧରି କସରତ କରିଥିଲା। ଏହି ଅବସରରେ ଆଉ ଏକ ଭିନ୍ନ ଦୃଶ୍ୟ ନଜରକୁ ଆସିଥିଲା।

https://youtu.be/eRDhImnMjgU

ସାଓଥ୍‌ ୱେଲେସ୍‌ ଟିମର ଖେଳାଳିମାନ ରାଉରକେଲାରେ ଥିବା ପାନପୋଷ ଛାତ୍ରାବାସର ୧୫୦ ଜଣ ଛାତ୍ରଛାତ୍ରୀଙ୍କୁ ହକି ଖେଳ ଉପରେ ଟିପସ୍‌ ଦେଇଥିଲେ। ସେମାନେ ମଧ୍ୟ ଏହି ପିଲାମାନଙ୍କ ସହିତ ଖେଳିଥିଲେ। ଛାତ୍ରାବାସର ପ୍ରତିଟି ପିଲା ପାଇଁ ଏହି ଅନୁଭୂତି ଥିଲା ନିଆରା।

ଆଉ କିଛି ଦିନ ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ତେବେ ତା’ପୂର୍ବରୁ ରାଉରକେଲାରେ ଏମିତି ଏକ ମ୍ୟାଚ୍‌ ନିଶ୍ଚିତ ରୂପେ ଖେଳାଳି ଓ ଜିଲ୍ଳାବାସୀଙ୍କୁ ଅଧିକ ଉତ୍ସାହିତ କରିବ।

ହେଲେ ଏଠାରେ ପ୍ରଶ୍ନ ଆସେ ଯେଉଁ ଜିଲ୍ଳା ସମଗ୍ର ବିଶ୍ୱର ମାନଚିତ୍ରରେ ହକି ପାଇଁ ଏକ ଅଭୁଲା ଛାପ ଛାଡ଼ିଛି ସେ ଜିଲ୍ଳାରେ ଆଜିଯାଏଁ ଗୋଟିଏ ହେଲେ ଏମିତି ଅନ୍ତର୍ଜାତୀୟ ମ୍ୟାଚ୍‌ କାହିଁକି ହୋଇ ପାରି ନ ଥିଲା ? ଏଥିପାଇଁ କ’ଣ ରାଜ୍ୟ ସରକାର ବା କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନ ଥିଲା ? ଯଦି ଏହି ମ୍ୟାଚ୍‌ ଆଜି ହେଉଛି ତେବେ ପୂର୍ବରୁ କାହିଁକି ହୋଇ ନ ଥିଲା ବୋଲି ସାଧାରଣରେ ଚଚ୍ଚାର୍ର ବିଷୟ ପାଲଟିଛି। କାରଣ ପୂର୍ବରୁ ବି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ମ୍ୟାଚ୍‌ ହୋଇଥିଲା।

ତେବେ ସେ ଯାହା ବି ହେଉ ଆଗକୁ ମଧ୍ୟ ଯେମିତି ଏହି ଧାରା ବଜାୟ ରହିବ ସେଥିପ୍ରତି ସରକାର ଯତ୍ନବାନ ହେବା ଉଚିତ୍‌ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story