ୱିନ୍‌ଷ୍ଟନ୍‌-ସଲେମ୍‌ ଓପନ: ଫାଇନାଲରେ ପେସ୍‌-ବେଗ୍‌ମାନ୍‌

ୱିନ୍‌ଷ୍ଟନ୍‌-ସଲେମ୍‌ (ୟୁଏସ୍‌ଏ): ଭେଟେରାନ୍‌ ଟେନିସ୍‌ ତାରକା ଲିଆଣ୍ଡର ପେସ୍‌ ଓ ତାଙ୍କ ଯୋଡି ଆନ୍ଦ୍ରେ ବେଗ୍‌ମାନ୍‌ ଏଟିପି ୱିନ୍‌ଷ୍ଟନ୍‌-ସଲେମ୍‌ ଓପନର ଫାଇନାଲକୁ ଯାଇଛନ୍ତି।  ରିଓ ଅଲିମ୍ପିକ୍‌ରେ ଖରାପ ପ୍ରଦର୍ଶନ ପରେ ପେସ୍‌ ପୁଣି ଲୟକୁ ଫେରିଛନ୍ତି। ଇଣ୍ଡୋ-ଜର୍ମାନ ଯୋଡି ୧-୭ ୭-୬ ୧୦-୪ ସୁପର ଟାଇ-ବ୍ରେକ୍‌ କରି ବିଜୟ ପାଇଛନ୍ତି। ଫାଇନାଲରେ ଏହି ଯୋଡି ସ୍ପେନ୍‌ର ଗୁଇଲେର୍ମୋ ଗାର୍ସିଆ-ଲୋପାଚ୍‌ ଏବଂ ଫିନ୍‌ଲାଣ୍ଡର ହେନେରୀ କୋଣ୍ଟିନେନ୍‌ ଯୋଡିକୁ ଭେଟିବେ।

Paes-Begemann

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 07:09 PM IST

ୱିନ୍‌ଷ୍ଟନ୍‌-ସଲେମ୍‌ (ୟୁଏସ୍‌ଏ): ଭେଟେରାନ୍‌ ଟେନିସ୍‌ ତାରକା ଲିଆଣ୍ଡର ପେସ୍‌ ଓ ତାଙ୍କ ଯୋଡି ଆନ୍ଦ୍ରେ ବେଗ୍‌ମାନ୍‌ ଏଟିପି ୱିନ୍‌ଷ୍ଟନ୍‌-ସଲେମ୍‌ ଓପନର ଫାଇନାଲକୁ ଯାଇଛନ୍ତି।  ରିଓ ଅଲିମ୍ପିକ୍‌ରେ ଖରାପ ପ୍ରଦର୍ଶନ ପରେ ପେସ୍‌ ପୁଣି ଲୟକୁ ଫେରିଛନ୍ତି।

ଇଣ୍ଡୋ-ଜର୍ମାନ ଯୋଡି ୧-୭ ୭-୬ ୧୦-୪ ସୁପର ଟାଇ-ବ୍ରେକ୍‌ କରି ବିଜୟ ପାଇଛନ୍ତି। ଫାଇନାଲରେ ଏହି ଯୋଡି ସ୍ପେନ୍‌ର ଗୁଇଲେର୍ମୋ ଗାର୍ସିଆ-ଲୋପାଚ୍‌ ଏବଂ ଫିନ୍‌ଲାଣ୍ଡର ହେନେରୀ କୋଣ୍ଟିନେନ୍‌ ଯୋଡିକୁ ଭେଟିବେ।

Related story