ପାକିସ୍ତାନ ଦଳକୁ ଫେରିବେ ଅମୀର

ଲାହୋର: ସ୍ପଟ ଫିକ୍ସିଂରେ ଛନ୍ଦି ହୋଇ ୫ବର୍ଷ ବାସନ୍ଦ ହୋଇଥିବା ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଅମୀର ଦଳକୁ ଫେରିବା ବାଟ ଫିଟିଛି। ମଙ୍ଗଳବାର ତାଙ୍କୁ ପାକିସ୍ତାନର ଏକ କୋର୍ଟ କ୍ଲିନ ଚିଟ୍ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୦ ଇଂଲଣ୍ଡ ବିପକ୍ଷ ଖେଳାଯାଉଥିବା ଏକ ଟେଷ୍ଟ ମ୍ୟାଚରେ ଅମୀର ଓ ଦଳର ଆଉ ୨ ଖେଳାଳି ସଲମନ ବଟ ଓ ମହମ୍ମଦ ଅସିଫ୍ ସ୍ପଟ ଫିକ୍ସି କରିଥିଲେ। ଏହି ମ୍ୟାଚରେ ସେମାନେ ନୋ ବଲ୍ ପକାଇବାକୁ ପ୍ରଚୁର ଅର୍ଥ […]

Amir-Pakistan

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 04:44 PM IST

ଲାହୋର: ସ୍ପଟ ଫିକ୍ସିଂରେ ଛନ୍ଦି ହୋଇ ୫ବର୍ଷ ବାସନ୍ଦ ହୋଇଥିବା ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଅମୀର ଦଳକୁ ଫେରିବା ବାଟ ଫିଟିଛି। ମଙ୍ଗଳବାର ତାଙ୍କୁ ପାକିସ୍ତାନର ଏକ କୋର୍ଟ କ୍ଲିନ ଚିଟ୍ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୦ ଇଂଲଣ୍ଡ ବିପକ୍ଷ ଖେଳାଯାଉଥିବା ଏକ ଟେଷ୍ଟ ମ୍ୟାଚରେ ଅମୀର ଓ ଦଳର ଆଉ ୨ ଖେଳାଳି ସଲମନ ବଟ ଓ ମହମ୍ମଦ ଅସିଫ୍ ସ୍ପଟ ଫିକ୍ସି କରିଥିଲେ। ଏହି ମ୍ୟାଚରେ ସେମାନେ ନୋ ବଲ୍ ପକାଇବାକୁ ପ୍ରଚୁର ଅର୍ଥ ନେଇଥିଲେ। ଏହାକୁ ନେଇ ବ୍ୟାପକ ବେଟିଂ ହୋଇଥିଲା।

Related story