କ୍ରିକେଟ୍‌ ଷ୍ଟାଡ଼ିୟମରେ ବର୍ଷା ପାଣି ଶୁଖାଇଲା ହେଲିକପ୍ଟର୍‌: ଜାଣନ୍ତୁ କାହା ମଧ୍ୟରେ ଓ କେଉଁଠି ହେଉଥିଲା ମ୍ୟାଚ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ ଭଳି ପାକିସ୍ତାନରେ ସୁପର ଲିଗ୍‌ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ପିଏସ୍‌ଏଲ୍‌ ଯଦିଓ ସେତେଟା ଲୋକପ୍ରିୟ ହୋଇନାହିଁ ତଥାବି ଏହାକୁ ସଫଳ କରିବା ପାଇଁ ଲାଗି ପଡ଼ିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ। ବୁଧବାର ଲାହୋର ଗଦାଫି ଷ୍ଟାଡ଼ିୟମରେ ପିଏସ୍‌ଏଲ୍‌ର ଏକ ମ୍ୟାଚ୍‌ ଖେଳାଯାଉଥିଲା। ଏହି ମ୍ୟାଚ୍‌ କରାଚି କିଙ୍ଗ୍ସ ଓ ପେସୱାର ଜାଲ୍ମି ମଧ୍ୟରେ ଖେଳାଯାଉଥିଲା। ଏହି ମ୍ୟାଚ୍‌ ଖେଳାଯାଉଥିବା ବେଳେ ଅଚାନକ  ଜୋର୍‌ରେ ବର୍ଷା ହୋଇଥିଲା। ଫଳରେ ପଡ଼ିଆ ସାରା ପାଣି […]

helicopter

helicopter

Ordigital Desk
  • Published: Friday, 23 March 2018
  • Updated: 23 March 2018, 11:13 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ ଭଳି ପାକିସ୍ତାନରେ ସୁପର ଲିଗ୍‌ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ପିଏସ୍‌ଏଲ୍‌ ଯଦିଓ ସେତେଟା ଲୋକପ୍ରିୟ ହୋଇନାହିଁ ତଥାବି ଏହାକୁ ସଫଳ କରିବା ପାଇଁ ଲାଗି ପଡ଼ିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ। ବୁଧବାର ଲାହୋର ଗଦାଫି ଷ୍ଟାଡ଼ିୟମରେ ପିଏସ୍‌ଏଲ୍‌ର ଏକ ମ୍ୟାଚ୍‌ ଖେଳାଯାଉଥିଲା। ଏହି ମ୍ୟାଚ୍‌ କରାଚି କିଙ୍ଗ୍ସ ଓ ପେସୱାର ଜାଲ୍ମି ମଧ୍ୟରେ ଖେଳାଯାଉଥିଲା। ଏହି ମ୍ୟାଚ୍‌ ଖେଳାଯାଉଥିବା ବେଳେ ଅଚାନକ  ଜୋର୍‌ରେ ବର୍ଷା ହୋଇଥିଲା। ଫଳରେ ପଡ଼ିଆ ସାରା ପାଣି ଜମିରହିବାରୁ ମ୍ୟାଚ୍‌ ଖେଳିବା ଅସମ୍ଭବ ଲାଗୁଥିଲା।

ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମ୍ୟାଚ୍‌କୁ ବାତିଲ୍‌ କରିବା ପାଇଁ ଚିନ୍ତା କରାଯାଉଥିଲା। ଏହି ସମୟରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ୍‌ ଏକ ଭିନ୍ନ ପଦକ୍ଷପ ଆପଣାଇଥିଲା। ପଡ଼ିଆକୁ ଶୁଖାଇବା ପାଇଁ ଆର୍ମି ହେଲିକପ୍ଟର୍‌ର ସାହାଯ୍ୟ ନିଆଯାଇଥିଲା। ପଡ଼ିଆକୁ ଶୁଖାଇବା ପାଇଁ ୨ଟି ହେଲିକପ୍ଟରର ସାହାଯ୍ୟ ନିଆଯାଇଥିଲା। ଫଳରେ ପୁଣିଥରେ ମ୍ୟାଚ୍‌ ଆରମ୍ଭ ହୋଇପାରିଥିଲା। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଓ ଫଟୋ ଭାଇରାଲ୍‌ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story