ଅଲିମ୍ପିକ ପଦକ ବିଜେତାଙ୍କୁ ସଚିନ୍‌ଙ୍କ ବିଏମ୍‌ଡବ୍ଲ୍ୟୁ ଉପହାର

ହାଇଦ୍ରାବାଦ: ରିଓ ଅଲିମ୍ପିକରେ ରୌପ ବିଜେତା ପି.ଭି. ସିନ୍ଧୁ ଓ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲ୍ଲିକଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଜି ବିଏମ୍‌ଡବ୍ଲ୍ୟୁ କାର୍‌ ଉପହାର ପ୍ରାଦାନ କରିଛନ୍ତି। ହାଇଦ୍ରାବାଦ୍‌ ଜିଲ୍ଲା ବ୍ୟାଡ୍‌ମିଣ୍ଟନ୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସଚିନ୍‌ ଯୋଗଦେଇ ସିନ୍ଧୁ ଓ ମଲ୍ଲିକଙ୍କୁ ଏହି ଉପହାର ପ୍ରଦାନ କରିଛନ୍ତି। କୋଚ୍‌ ଗୋପିଚାନ୍ଦଙ୍କ ପ୍ରଶିକ୍ଷଣରେ ପି.ଭି. ସିନ୍ଧୁ ଅଲମ୍ପିକିରେ ରୌପ୍ୟ ପଦକ ବିଜେତା ହୋଇଛନ୍ତି। ଜିମ୍ନାଷ୍ଟ ଦୀପା କର୍ମକାର ଚତୁର୍ଥ ସ୍ଥାନ […]

sachin

Rakesh Mallick
  • Published: Sunday, 28 August 2016
  • , Updated: 28 August 2016, 03:07 PM IST

ହାଇଦ୍ରାବାଦ: ରିଓ ଅଲିମ୍ପିକରେ ରୌପ ବିଜେତା ପି.ଭି. ସିନ୍ଧୁ ଓ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲ୍ଲିକଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଜି ବିଏମ୍‌ଡବ୍ଲ୍ୟୁ କାର୍‌ ଉପହାର ପ୍ରାଦାନ କରିଛନ୍ତି।

ହାଇଦ୍ରାବାଦ୍‌ ଜିଲ୍ଲା ବ୍ୟାଡ୍‌ମିଣ୍ଟନ୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସଚିନ୍‌ ଯୋଗଦେଇ ସିନ୍ଧୁ ଓ ମଲ୍ଲିକଙ୍କୁ ଏହି ଉପହାର ପ୍ରଦାନ କରିଛନ୍ତି।

କୋଚ୍‌ ଗୋପିଚାନ୍ଦଙ୍କ ପ୍ରଶିକ୍ଷଣରେ ପି.ଭି. ସିନ୍ଧୁ ଅଲମ୍ପିକିରେ ରୌପ୍ୟ ପଦକ ବିଜେତା ହୋଇଛନ୍ତି। ଜିମ୍ନାଷ୍ଟ ଦୀପା କର୍ମକାର ଚତୁର୍ଥ ସ୍ଥାନ ଅଧିକାର ରହିଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନକୁ ନେଇ ପ୍ରଶଂସିତ ହୋଇଥିଲେ।

Related story