ୟୁଏସ୍ ଓପନ୍‌ ପାଇଁ ଯୋଗ୍ୟତା ଅର୍ଜନରେ ବିଫଳ ହେଲେ ରାମକୁମାର

ନ୍ୟୁୟର୍କ: ୟୁଏସ୍‌ ଓପନ୍‌ କ୍ୱାଲିଫାୟରର ପ୍ରଥମ ରାଉଣ୍ଡରେ ହାରି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି ଭାରତର ୟଙ୍ଗଷ୍ଟାର ରାମକୁମାର ରାମନାଥନ୍‌। ଆଜି ଆମେରିକାର ନ୍ୟୁୟର୍କରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଇଟାଲୀର ଏ.ଜିଆନେସୀଙ୍କ ଠାରୁ ୫-୭ ୧-୬ରେ ପରାଜିତ ହୋଇଛନ୍ତି। ଏକ ଘଣ୍ଟା ୧୬ ମିନିଟର ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ରାମକୁମାର କୌଣସି ବ୍ରେକ୍‌ ପଏଣ୍ଟ ପାଇ ପାରି ନ ଥିଲେ। ପ୍ରଥମ ଭାରତୀୟ ଭାବେ ସେ ଏହି ପ୍ରତିଯୋଗିତାରୁ ଆରମ୍ଭରୁ ହିଁ […]

ramkumarramanathanl

Rakesh Mallick
  • Published: Thursday, 25 August 2016
  • , Updated: 25 August 2016, 07:03 PM IST

ନ୍ୟୁୟର୍କ: ୟୁଏସ୍‌ ଓପନ୍‌ କ୍ୱାଲିଫାୟରର ପ୍ରଥମ ରାଉଣ୍ଡରେ ହାରି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି ଭାରତର ୟଙ୍ଗଷ୍ଟାର ରାମକୁମାର ରାମନାଥନ୍‌।

ଆଜି ଆମେରିକାର ନ୍ୟୁୟର୍କରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଇଟାଲୀର ଏ.ଜିଆନେସୀଙ୍କ ଠାରୁ ୫-୭ ୧-୬ରେ ପରାଜିତ ହୋଇଛନ୍ତି।

ଏକ ଘଣ୍ଟା ୧୬ ମିନିଟର ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ରାମକୁମାର କୌଣସି ବ୍ରେକ୍‌ ପଏଣ୍ଟ ପାଇ ପାରି ନ ଥିଲେ। ପ୍ରଥମ ଭାରତୀୟ ଭାବେ ସେ ଏହି ପ୍ରତିଯୋଗିତାରୁ ଆରମ୍ଭରୁ ହିଁ ବାଦ୍‌ ପଡିଛନ୍ତି।

Related story