ରିଓରୁ ଫେରିଲେ ହକି ଦଳର ୪ ଓଡ଼ିଆ ଖେଳାଳି

ରାଉରକେଲା: ରିଓ ଅଲିମ୍ପିକ୍‌ରେ ଭାରତୀୟ ମହିଳା ହକିରେ ଭାଗ ନେଇ ଓଡ଼ିଶା ଫେରିବା ପରେ ୪ ଜଣ ଓଡ଼ିଆ ଖେଳାଳି ନମିତା ଟପ୍ପୋ, ସୁନୀତା ଲାକ୍ରା, ଦୀପ୍‌ ଗ୍ରେସ୍‌ ଏକ୍କା ଓ ଲିଲିମା ମିଞ୍ଜଙ୍କୁ ଗତକାଲି ରାଉରକେଲାରେ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି। ସେମାନେ ରାଞ୍ଚିରୁ ଆସି ରାଉରକେଲା ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେଠାରେ କ୍ରୀଡାପ୍ରେମୀ ଓ ରାଉରକେଲାର କେତେକ ଅନୁଷ୍ଠାନ ପକ୍ଷରୁ  ସମ୍ୱର୍ଦ୍ଧନା ଦିଆଯାଇଥିଲା।

hockey

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 09:49 AM IST

Related story