ରିଓ ପାରାଅଲିମ୍ପିକ୍‌: ୫୦ ମିଟର ସୁଇମିଂରେ ନିରାଶ କଲେ ସୟାଶ

ରିଓ ଡି’ ଜେନେରିଓ: ବ୍ରାଜିଲ୍‌ର ଣିଓ ସହରରେ ଚାଲିଥିବା ପାରାଅଲିମ୍ପିକରେ ୫୦ ମିଟର ପୁରୁଷ ଏସ୍‌-୭ ବର୍ଗ ସୁଇମିଂର ଫାଇନାଲକୁ ଯାଇପାରି ନାହାନ୍ତି ଭାରତର ସୁୟାଶ ନାରାୟଣ ଯାଦବ। ଫାଇନାଲକୁ ଶ୍ରେଷ୍ଠ ୮ ଜଣ ପ୍ରତିଯୋଗୀ ଯିବାକୁ ଥିବା ବେଳେ ସୁୟାଶ ୯ମ ସ୍ଥାନରେ ରହିଥିଲେ। ସେ ୩୧.୫୮ ସେକେଣ୍ଡ ନେଇ ତାଙ୍କ ସୁଇମିଂ ଶେଷ କରିଥିଲେ।

suyash-narayan

Rakesh Mallick
  • Published: Friday, 09 September 2016
  • , Updated: 09 September 2016, 10:36 PM IST

ରିଓ ଡି’ ଜେନେରିଓ: ବ୍ରାଜିଲ୍‌ର ଣିଓ ସହରରେ ଚାଲିଥିବା ପାରାଅଲିମ୍ପିକରେ ୫୦ ମିଟର ପୁରୁଷ ଏସ୍‌-୭ ବର୍ଗ ସୁଇମିଂର ଫାଇନାଲକୁ ଯାଇପାରି ନାହାନ୍ତି ଭାରତର ସୁୟାଶ ନାରାୟଣ ଯାଦବ।

ଫାଇନାଲକୁ ଶ୍ରେଷ୍ଠ ୮ ଜଣ ପ୍ରତିଯୋଗୀ ଯିବାକୁ ଥିବା ବେଳେ ସୁୟାଶ ୯ମ ସ୍ଥାନରେ ରହିଥିଲେ। ସେ ୩୧.୫୮ ସେକେଣ୍ଡ ନେଇ ତାଙ୍କ ସୁଇମିଂ ଶେଷ କରିଥିଲେ।

Related story