ରିଓ ପାରାଅଲିମ୍ପିକ: ଭାରତ୍ତୋଳନରେ ୪ର୍ଥ ସ୍ଥାନରେ ରହିଲେ ଫରମାନ

ରିଓ ଡି’ ଜେନେରିଓ: ଭାରତୀୟ ଭାରତ୍ତୋଳକ ଫରମାନ ବାସା ରିଓ ପାରା ଅଲିମ୍ପିକ୍‌ରେ କାଂସ୍ୟ ପଦକରୁ ବଞ୍ଚିତ ହୋଇଛନ୍ତି। ୪୯ କେଜି ବର୍ଗରେ ସେ ୪ର୍ଥ ସ୍ଥାନରେ ରହି ତାଙ୍କ ଅଭିଯାନ ଶେଷ କରିଛନ୍ତି। ୪୨ ବର୍ଷିୟ ଫରମାନ ପ୍ରଥମ ପ୍ରୟାସରେ ୧୪୦ କେଜି ଭାରତ୍ତୋଳନ କରିଥିଲେ। ତେବେ ଦ୍ୱିତୀୟ ଓ ତୃତୀୟ ପ୍ରସାୟସରେ ସେ ୧୫୦ କେଜି ଓ ୧୫୫ କେଜି ଭାରତ୍ତୋଳନ କରିବାରେ ବିଫଳ ହୋଇଥିଲେ।

farman-basha

Rakesh Mallick
  • Published: Friday, 09 September 2016
  • , Updated: 09 September 2016, 04:47 PM IST

ରିଓ ଡି’ ଜେନେରିଓ: ଭାରତୀୟ ଭାରତ୍ତୋଳକ ଫରମାନ ବାସା ରିଓ ପାରା ଅଲିମ୍ପିକ୍‌ରେ କାଂସ୍ୟ ପଦକରୁ ବଞ୍ଚିତ ହୋଇଛନ୍ତି। ୪୯ କେଜି ବର୍ଗରେ ସେ ୪ର୍ଥ ସ୍ଥାନରେ ରହି ତାଙ୍କ ଅଭିଯାନ ଶେଷ କରିଛନ୍ତି।

୪୨ ବର୍ଷିୟ ଫରମାନ ପ୍ରଥମ ପ୍ରୟାସରେ ୧୪୦ କେଜି ଭାରତ୍ତୋଳନ କରିଥିଲେ। ତେବେ ଦ୍ୱିତୀୟ ଓ ତୃତୀୟ ପ୍ରସାୟସରେ ସେ ୧୫୦ କେଜି ଓ ୧୫୫ କେଜି ଭାରତ୍ତୋଳନ କରିବାରେ ବିଫଳ ହୋଇଥିଲେ।

Related story