ପରିବାସ୍ ଓପନ୍‌ର ଦ୍ୱିତୀୟ ରାଉଣ୍ଡରେ ସାନିଆ-ହିଙ୍ଗିସ୍ ଯୋଡ଼ି

ଇଣ୍ଡିଆନ୍ ୱେଲ୍ସ (ଆମେରିକା): ଇଣ୍ଡିଆନ୍ ୱେଲ୍ସରେ ଚାଲିଥିବା ବିଏନ୍‌ପି ପରିବାସ୍ ଓପନ୍‌ର ପ୍ରଥମ ରାଉଣ୍ଡରେ ଜିତି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭାରତ-ସୁଇଜରଲାଣ୍ଡ ଯୋଡ଼ି ସାନିଆ ମୀର୍ଜା ଓ ମାର୍ଟିନା ହିଙ୍ଗିସ୍। ଅଷ୍ଟ୍ରେଲିଆର କାସେ ଡେଲାକ୍ୱା ଓ ସମନ୍ଥା ସ୍ତୋସୁରଙ୍କୁ ୬-୩,୭-୫ରେ ହରାଇ ଏହି ଯୋଡ଼ି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପରବର୍ତ୍ତୀ ମ୍ୟାଚ୍‌ରେ ସାନିଆ-ହିଙ୍ଗିସ୍ ଯୋଡ଼ି ଭାନିଆ କିଙ୍ଗ ଓ ଆଲା କୁଦ୍ରିଭସେଭାଙ୍କୁ ଭେଟିବେ।

sania-hingis

Rakesh Mallick
  • Published: Saturday, 12 March 2016
  • , Updated: 12 March 2016, 01:02 PM IST

ଇଣ୍ଡିଆନ୍ ୱେଲ୍ସ (ଆମେରିକା): ଇଣ୍ଡିଆନ୍ ୱେଲ୍ସରେ ଚାଲିଥିବା ବିଏନ୍‌ପି ପରିବାସ୍ ଓପନ୍‌ର ପ୍ରଥମ ରାଉଣ୍ଡରେ ଜିତି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭାରତ-ସୁଇଜରଲାଣ୍ଡ ଯୋଡ଼ି ସାନିଆ ମୀର୍ଜା ଓ ମାର୍ଟିନା ହିଙ୍ଗିସ୍। ଅଷ୍ଟ୍ରେଲିଆର କାସେ ଡେଲାକ୍ୱା ଓ ସମନ୍ଥା ସ୍ତୋସୁରଙ୍କୁ ୬-୩,୭-୫ରେ ହରାଇ ଏହି ଯୋଡ଼ି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ପରବର୍ତ୍ତୀ ମ୍ୟାଚ୍‌ରେ ସାନିଆ-ହିଙ୍ଗିସ୍ ଯୋଡ଼ି ଭାନିଆ କିଙ୍ଗ ଓ ଆଲା କୁଦ୍ରିଭସେଭାଙ୍କୁ ଭେଟିବେ।

Related story