ଲଗାତାର ୪୧ତମ ମ୍ୟାଚ୍ ଜିତିଲେ ସାନିଆ-ହିଙ୍ଗିସ୍‌ ଯୋଡ଼ି  

ଦୋହା: ଭାରତୀୟ ଟେନିସ୍ ତାରକା ସାନିଆ ମୀର୍ଜା ଓ ତାଙ୍କର ସ୍ୱିସ୍ ଯୋଡ଼ି ମାର୍ଟିନା ହିଙ୍ଗିସ୍‌ ବୁଧବାର ଡବ୍ଲ୍ୟୁଟିଏ କତାର ଓପନ୍‌ର ଏକ ମ୍ୟାଚ୍‌ ଜିତି ଲଗାତାର ୪୧ତମ ମ୍ୟାଚ୍‌ରେ ବିଜୟ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ଯୋଡ଼ି ଚୀନ ଯୋଡ଼ି ଫାନ୍ ଜୁ ଓ ସୈସୈ ଝେଙ୍ଗଙ୍କୁ ୬-୪,୪-୬ ଓ ୧୦-୪ରେ ପରାସ୍ତ କରିଛନ୍ତି। ଏହା ସହିତ ସେମାନେ ଏହି ଓପନର କ୍ୱାର୍ଟରଫାଇନାଲରେ ପହଞ୍ଚି ଯାଇଛନ୍ତି। ଚଳିତ ବର୍ଷ ସାନିଆ-ହିଙ୍ଗିସ୍ ଯୋଡ଼ି ୪ଟି ଟାଇଟଲ୍ […]

sania-mirza-martina-hingis-new-1

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 08:51 AM IST

ଦୋହା: ଭାରତୀୟ ଟେନିସ୍ ତାରକା ସାନିଆ ମୀର୍ଜା ଓ ତାଙ୍କର ସ୍ୱିସ୍ ଯୋଡ଼ି ମାର୍ଟିନା ହିଙ୍ଗିସ୍‌ ବୁଧବାର ଡବ୍ଲ୍ୟୁଟିଏ କତାର ଓପନ୍‌ର ଏକ ମ୍ୟାଚ୍‌ ଜିତି ଲଗାତାର ୪୧ତମ ମ୍ୟାଚ୍‌ରେ ବିଜୟ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ଯୋଡ଼ି ଚୀନ ଯୋଡ଼ି ଫାନ୍ ଜୁ ଓ ସୈସୈ ଝେଙ୍ଗଙ୍କୁ ୬-୪,୪-୬ ଓ ୧୦-୪ରେ ପରାସ୍ତ କରିଛନ୍ତି। ଏହା ସହିତ ସେମାନେ ଏହି ଓପନର କ୍ୱାର୍ଟରଫାଇନାଲରେ ପହଞ୍ଚି ଯାଇଛନ୍ତି।

ଚଳିତ ବର୍ଷ ସାନିଆ-ହିଙ୍ଗିସ୍ ଯୋଡ଼ି ୪ଟି ଟାଇଟଲ୍ ଜିତି ସାରିଲେଣି। ଅନ୍ୟପକ୍ଷରେ ଏହି ଯୋଡ଼ି ଏଯାବତ ମୋଟ ୧୩ଟି ଟାଇଟଲ୍ ଜିତି ସାରିଲେଣି।

Related story