ଫୋବସ୍ ୩୦ ଅଣ୍ଡର ୩୦ ଏସିଆ ତାଲିକାରେ ସାନିଆ, ବିରାଟ ଓ ସାଇନା

ନ୍ୟୁୟର୍କ: ସଦ୍ୟ ପ୍ରକାଶିତ ଫୋବସ୍ ୩୦ ଅଣ୍ଡର ୩୦ ଏସିଆ ତାଲିକାରେ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା, ଟିମ ଇଣ୍ଡିଆ ଉପଅଧିନାୟକ ବିରାଟ କୋହଲି ଓ ଟପ୍ ସିଡେଡ୍‌ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ ସ୍ଥାନ ପାଇଛନ୍ତି। ଏସିଆ ମାହାଦେଶର ୩୦୦ଜଣ ‘ପ୍ରୋମିଜିଂ ୟଙ୍ଗ ଲିଡର ଓ ଗେମ୍‌ ଚେଞ୍ଜର’ଙ୍କୁ ପଛରେ ପକାଇ ଏହି ତାଲିକାରେ ବିଭିନ୍ନ କ୍ଷେତ୍ରରୁ ୫୦ଜଣ ଭାରତୀୟ ସ୍ଥାନ ପାଇଛନ୍ତି। କଳା ଓ ଶୈଳୀ, ଅର୍ଥ, କ୍ରୀଡା, ମନୋରଞ୍ଜନ, ଶିକ୍ଷା, ସଙ୍ଗୀତ, […]

saina_Newal-Vitar_kohili-sania_mirza

Rakesh Mallick
  • Published: Thursday, 25 February 2016
  • , Updated: 25 February 2016, 01:32 PM IST

ନ୍ୟୁୟର୍କ: ସଦ୍ୟ ପ୍ରକାଶିତ ଫୋବସ୍ ୩୦ ଅଣ୍ଡର ୩୦ ଏସିଆ ତାଲିକାରେ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା, ଟିମ ଇଣ୍ଡିଆ ଉପଅଧିନାୟକ ବିରାଟ କୋହଲି ଓ ଟପ୍ ସିଡେଡ୍‌ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ ସ୍ଥାନ ପାଇଛନ୍ତି। ଏସିଆ ମାହାଦେଶର ୩୦୦ଜଣ ‘ପ୍ରୋମିଜିଂ ୟଙ୍ଗ ଲିଡର ଓ ଗେମ୍‌ ଚେଞ୍ଜର’ଙ୍କୁ ପଛରେ ପକାଇ ଏହି ତାଲିକାରେ ବିଭିନ୍ନ କ୍ଷେତ୍ରରୁ ୫୦ଜଣ ଭାରତୀୟ ସ୍ଥାନ ପାଇଛନ୍ତି। କଳା ଓ ଶୈଳୀ, ଅର୍ଥ, କ୍ରୀଡା, ମନୋରଞ୍ଜନ, ଶିକ୍ଷା, ସଙ୍ଗୀତ, ଗେମ୍ସ, ମିଡିଆ, ବିଜ୍ଞାନ ପରି ବହୁ କ୍ଷେତ୍ରକୁ ନେଇ ଏହି ତାଲିକା ପ୍ରକାଶ ପାଇଛି।

Related story